ଆଜି ଘଷିପୁରା ଆସନ ପାଇଁ ନାମାଙ୍କନ ଭରିବେ ସୌମ୍ୟରଞ୍ଜନ ପଟ୍ଟନାୟକ । ସ୍ୱାଧୀନ ପ୍ରାର୍ଥୀ ଭାବେ ନିଜ ପ୍ରାର୍ଥିପତ୍ର ଦାଖଲ କରିବେ । ଆନନ୍ଦପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ । କିଛିଦିନ ତଳେ ଜନସଭା କରି ସ୍ୱାଧୀନ ଭାବେ ଲଢିବାକୁ ଘୋଷଣା କରିଥିଲେ ଖଣ୍ଡପଡା ବିଧାୟକ । ଘଷିପୁରାରେ ପରିବର୍ତ୍ତନ ପାଇଁ ଏଭଳି ନିଷ୍ପତ୍ତିି ନେଇଥିବା କଥା କହିଥିଲେ ସୌମ୍ୟ ।


