ଜିତେନ୍ଦ୍ର ସିଂ-ଆର୍ଥ ସାଇନ୍ସ (ସ୍ବାଧୀନ ଦାୟିତ୍ବ), ପିଏମଓ, କର୍ମଚାରୀ ମନ୍ତ୍ରଣାଳୟ, ଜନ ଅଭିଯୋଗ ଏବଂ ପେନସନ୍
ପ୍ରତାପ ଯାଦବ- ଆୟୁଷ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (ସ୍ବାଧୀନ ଦାୟିତ୍ବ)
ଜୟନ୍ତ ଚୌଧୁରୀ – ଶିକ୍ଷା ମନ୍ତ୍ରୀ, ଦକ୍ଷତା ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ (ସ୍ୱାଧୀନ ଦାୟିତ୍ବ)
ଶାନ୍ତାନି ଠାକୁର – ବନ୍ଦର ପରିବହନ ପାଇଁ ରାଜ୍ୟ ମନ୍ତ୍ରୀ
ସିଆର ପାଟିଲ୍ – ଜଳ ଶକ୍ତି ମନ୍ତ୍ରୀ
ଭୁପେନ୍ଦ୍ର ଯାଦବ – ପରିବେଶ ମନ୍ତ୍ରୀ
ଅନ୍ନପୂର୍ଣ୍ଣା ଦେବୀ – ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ
ରାବଣ ବିଟୁ- ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ
ତୋଖାନ୍ ସାହୁ – ନଗର ଉନ୍ନୟନ ମନ୍ତ୍ରୀ
ପ୍ରହ୍ଲାଦ ଯୋଶୀ – ଗ୍ରାହକ ବ୍ୟାପାର ମନ୍ତ୍ରୀ
ହରଦୀପ୍ ସିଂ ପୁରୀ – ପେଟ୍ରୋଲିୟମ ମନ୍ତ୍ରୀ
ଏଚଡି କୁମାର ସ୍ୱାମୀ – ଭାରୀ ଶିଳ୍ପ ଏବଂ ଇସ୍ପାତ ମନ୍ତ୍ରଣାଳୟ
ଜ୍ୟୋତିରାଦିତ୍ୟ ସିନ୍ଧିଆ – ଟେଲିକମ୍, ଉତ୍ତର ପୂର୍ବ ବିକାଶ ମନ୍ତ୍ରୀ
ଗିରିରାଜ ସିଂ- ଟେକ୍ସଟାଇଲ୍
ଅର୍ଜୁନ ରାମ ମେଘୱାଲ – ଆଇନ ମନ୍ତ୍ରୀ
ମାନସୁଖ ମାଣ୍ଡବ୍ୟ – ଶ୍ରମ ମନ୍ତ୍ରୀ
ପଙ୍କଜ ଚୌଧୁରୀ – ଅର୍ଥ ରାଷ୍ଟ୍ରମନ୍ତ୍ରୀ
କିଷାନ୍ ପାଲ୍ – ନିଗମ ମନ୍ତ୍ରୀ
ରାମଦାସ ଉଠୱଲେ-ସାମାଜିକ କଲ୍ୟାଣ ଏବଂ ସଶକ୍ତିକରଣ ମନ୍ତ୍ରୀ
ରାମନାଥ ଠାକୁର-କୃଷି ଏବଂ କୃଷକ କଲ୍ୟାଣ
ନିତ୍ୟାନନ୍ଦ ରାୟ-ଗୃହ ରାଷ୍ଟ୍ରମନ୍ତ୍ରଣାଳୟ
ଅନୁପ୍ରିୟା ପଟେଲ-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ରାସାୟନିକ ଏବଂ ସାର ରାଷ୍ଟ୍ରମନ୍ତ୍ରୀ
ଭି ସୋମନ୍ନା – ଜଳ ଶକ୍ତି, ରେଳ ରାଷ୍ଟ୍ରମନ୍ତ୍ରୀ
ଏସପି ସିଂ ବଘେଲ – ମତ୍ସ୍ୟଚାଷ, ପଶୁପାଳନ ଏବଂ ଦୁଗ୍ଧ, ପଞ୍ଚାୟତିରାଜ
କୀର୍ତ୍ତୀଧର ସିଂ- ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ
ବିଏଲ ବର୍ମା-ଗ୍ରାହକ ମନ୍ତ୍ରଣାଳୟ


