ଆଜି ଅଭିଯୋଗ ଶୁଣାଣି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା ଦେଇଛନ୍ତି। ଆଜି ମୋଟ୍ ୧୭୦୦ ଅଭିଯୋଗ ପଞ୍ଜୀକୃତ ହୋଇଛି। ଏଯାବତ୍ ୧୦୦୦ ଅଭିଯୋଗର ଶୁଣାଣି ଶେଷ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। RDCସ୍ତରରେ ଅଭିଯୋଗର ସମାଧାନ ପାଇଁ ଯୋଜନା କରାଯାଉଛି। ଆମେ ଜନତାଙ୍କ ସରକାର। ତେଣୁ ସେମାନଙ୍କ ଅଭିଯୋଗ ଶୁଣି ତୁରନ୍ତ ସମସ୍ୟା ସମାଧାନ କରାଯିବ।


