Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କଂଗ୍ରେସର ହାତ ଛାଡିଲେ ସ୍ମୃତିରେଖା

ଭୁବନେଶ୍ୱର (ଓଡ଼ିଶା ୱେୟାର): ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପହି କହିଛନ୍ତି ଯେ, କଂଗ୍ରେସ ସଂଗଠନ ରାଜ୍ୟରେ ନିମ୍ନଗାମୀ ହେଉଥିବାବେଳେ ଜଣେ ମହିଳା ହୋଇ ସେ ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟରେ ଲଢ଼ିବାକୁ ସାହାସ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କଂଗ୍ରେସର ଉଚ୍ଚାରଣ ଓ ଆଚରଣ ତାଙ୍କୁ ବ୍ୟଥିତ କରିଥିଲା। ଧର୍ମଶାଳା ନିର୍ବାଚନମଣ୍ଡଳୀର କେତେକ ପ୍ରମୁଖ ବିବାଦୀୟ ଘଟଣା ଯଥା ସ୍ମିତାରାଣୀ ହତ୍ୟାକାଣ୍ଡ ଓ ମାମୁଭଣଜା କୃତ୍ରିମ ଘାଇ ହେବା ଓ ବେଆଇନ ଖଣି ଖନନ ମାମଲାରେ ସେ ସ୍ୱର ଉଠାଉଥିବାବେଳେ କଂଗ୍ରେସ ତାଙ୍କୁ ସହଯୋଗ କଲାନି। ଏପରିକି ଲୋକଙ୍କ ସ୍ୱାର୍ଥ ପାଇଁ ସେ ଏସବୁ ପ୍ରସଙ୍ଗ ଉଠାଉଥିବାବେଳେ କଂଗ୍ରେସର ରାଜ୍ୟ ଓ କେନ୍ଦ୍ର ନେତୃତ୍ୱ ମଧ୍ୟ ଏନେଇ ତାଙ୍କର କଥାକୁ ଅଣଦେଖା କଲେ। ତେଣୁ ଏଥିରୁ କଂଗ୍ରେସ ଦଳ ରାଜ୍ୟରେ ଶାସକ ବିଜେଡି ସହ ରହିଥିବା ସେ ସ୍ପଷ୍ଟ ଅନୁଭବ କରିଥିଲେ। ପିପିଲି ଉପନିର୍ବାଚନ ପ୍ରଚାର ଚାଲିଥିବାବେଳେ କଂଗ୍ରେସର ଅବସ୍ଥା କ’ଣ ସହଜରେ ଜଣାପଡ଼ୁଛି। ପିପିଲିରେ ବି କଂଗ୍ରେସ ଭିତରି ବୁଝାମଣା କରିଛି। ଓଡ଼ିଶାରେ ଯେଉଁ କଂଗ୍ରେସ ୨ ନମ୍ବରରେ ଥିବା ଏବେ ସେ ୩ ନମ୍ବର ଦଳରେ ପହଂଚିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top