Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଖଡ଼ିରତ୍ନ ପଞ୍ଜିକାରେ ଅଛି ବାତ୍ୟାର ସୂଚନା

ସତ ହେଲା ‘ଖଡ଼ିରତ୍ନ ପଞ୍ଜିକା’ରେ ବର୍ଷକ ପୂର୍ବେ ଜ୍ୟୋର୍ତିବିଦମାନେ ଦେଇଥିବା ବାତ୍ୟା ସୂଚନାସତ ହେବାକୁ ଯାଉଛି ‘ଖଡ଼ିରତ୍ନ ପଞ୍ଜିକା’ରେ ବର୍ଷକ ପୂର୍ବେ କରାଯାଇଥିବା ବାତ୍ୟାର ଗଣନା। ଓଡିଶାକୁ ମାଡ଼ି ଆସୁଛି ବାତ୍ୟା। ଓଡ଼ିଶାରେ ବାତ୍ୟା ହେବା ନେଇ ପାଣିପାଗ ବୈଜ୍ଞାନିକମାନେ ବର୍ତ୍ତମାନ ପୂର୍ବାନୁମାନ କରିଛନ୍ତି । ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଅନେକ ଗବେଷଣା କରିବା ପରେ ଆମକୁ ବାତ୍ୟାର ସମ୍ଭାବନା ନେଇ ସୂଚିତ କରାଯାଇଛି ।

ଆସନ୍ତାକାଲି ଅର୍ଥାତ୍‌ ୨୩ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ସମୟରେ ପଞ୍ଜିକା ଆମକୁ ବର୍ଷ ଆରମ୍ଭରୁ ବାତ୍ୟାର ପୂର୍ବାଭାଷ ଦେଇଛି ।ଏପରିକି କେଉଁ ତାରିଖରେ ବାତ୍ୟା ହେବ ଏବଂ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ ତାହା ମଧ୍ୟ ପଞ୍ଜିକାରେ ଗଣନା କରାଯାଇଥିଲା। ତୁଳାମାସ ଅର୍ଥାତ ଅକ୍ଟୋବର ମାସରେ ମହାବାତ୍ୟା ଆସିବ ବୋଲି ପୂର୍ବାନୁମାନ କରିଥିଲେ ଖଡ଼ିରତ୍ନ ପଞ୍ଜିକାର ଜ୍ୟୋର୍ତିବିଦମାନେ ।ଖଡ଼ିରତ୍ନ ପଞ୍ଜିକାର ପୂର୍ବାନମାନ ଅନୁଯାୟୀ, ଜଳ ବିଷୁବ ସଂକ୍ରାନ୍ତି ଦାଢ଼ ସଞ୍ଚାର ହେତୁ ଦୀନ ଜଳ ବୃଷ୍ଟି ହେବ ।

ଖଡୀରତ୍ନ ପଞ୍ଜିକାର ୧୯୬ ନଂ ପୃଷ୍ଠାରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ରାଜ୍ୟର ଉପକୂଳ ଜିଲ୍ଲା ପୁରୀ, କଟକ, ଗୋପାଳପୁର, କୋଣାର୍କର ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ୱର, ନୟାଗଡ଼, କାକଟପୁର, ନିଆଳି ପ୍ରଭୃତି ସ୍ଥାନରେ ଘୂର୍ଣ୍ଣିବାତ୍ୟା, ପ୍ରଚଣ୍ଡ ବାୟୁ ପ୍ରବାହ ଏବଂ ସାମୁଦ୍ରିକ ଝଡ଼ ତଥା ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ଅକ୍ଟୋବର ୧୭ରୁ ୨୩, ଅକ୍ଟୋବର ୨୬ରୁ ୩୦, ନଭେମ୍ବର ୫ ରୁ ୯ ତାରିଖ ଏବଂ ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟର ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ଼, ଲଘୁଚାପ , ଜୁଆର ଆଦି ହେବାର ସମ୍ଭାବନା ରହିଥିବା ପଞ୍ଜିକାରେ ଉଲ୍ଲେଖ କରାଯାଇଛି । ଏହା ସହିତ ଅନେକ ଧନ ଜୀବନ ମଧ୍ୟ ପ୍ରଭାବିତ ହେବ । ଯାହାର ପୃଷ୍ଠା ଏବେ ବେଶ୍‌ ଭାଇରାଲ ହେଉଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top