Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଜାଣନ୍ତୁ ଧନତରାସରେ ଆଖିରେ ଆଗରେ କଣ ପଡ଼ିଲେ ତାହା ଶୁଭପ୍ରଦ ଦିଏ

ସନାତନ ଧର୍ମରେ କିଣାକିଣି ପର୍ବ ଧନତରାସରୁ ଆରମ୍ଭ ହୁଏ। ଏହି ଦିନ ମା’ ଲକ୍ଷ୍ମୀ ଏବଂ ଧନର ଦେବତା କୁବେରଙ୍କୁ ପୂଜା କରାଯାଏ। ଏହି ଦିନ ଲୋକମାନେ ସୁଖ, ସମୃଦ୍ଧି ଏବଂ ଧନ ପାଇଁ ପ୍ରାର୍ଥନା କରନ୍ତି। ଏହା ସହିତ ଧନତରାସରେ ସୁନା ଓ ରୂପା କିଣିବା ଅତ୍ୟନ୍ତ ଶୁଭଦାୟକ ବୋଲି ବିଚାର କରାଯାଏ। ଏଥର ୧୦ ନଭେମ୍ବର ୨୦୨୩ ରେ ଧନତରାସ ପାଳନ କରାଯିବ।

ବାସ୍ତବରେ ଏହି ଦିନ ନୂଆ ଜିନିଷ କିଣିବା ଅତ୍ୟନ୍ତ ଶୁଭଦାୟକ ବୋଲି ବିଶ୍ବାସ ରହିଛି। ଏହି ଦିନ ହଠାତ କେତେକ ପ୍ରାଣୀ ଦେଖିଲେ ଶୁଭଦାୟକ ବୋଲି ବିବେଚନା କରାଯାଏ।
କିଛି ପ୍ରାଣୀ କିମ୍ବା ଲୋକଙ୍କର ହଠାତ୍ ଦୃଶ୍ୟ ଅତ୍ୟନ୍ତ ଶୁଭ ଅଟେ। ଏହା ଦେବୀ ଲକ୍ଷ୍ମୀଙ୍କ ଆଗମନ ଏବଂ କୁବେରଙ୍କ ଘରେ ଧନ ପରିପୂର୍ଣ୍ଣକୁ ସୂଚାଇଥାଏ।

ଏହା ସୂଚିତ କରେ ଯେ ଏଥର ଆପଣ ମା ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ପାଇବ। ସମସ୍ତ କାର୍ଯ୍ୟ ସଫଳ ହେବ ଏବଂ ଘରେ ସୁଖ, ଶାନ୍ତି ଏବଂ ଧନ ବୃଦ୍ଧି ପାଇବ। ଆସନ୍ତୁ ଜାଣିବା କେଉଁ ଜିନିଷଗୁଡିକ ଶୁଭ ଅଟେ …

ଧଳା ଝିଟିପିଟି

ଶାସ୍ତ୍ରୀୟ ବିଶେଷଜ୍ଞଙ୍କ ଅନୁଯାୟୀ, ଧନତରାସ ଦିନରେ ଏକ ଧଳା ଝିଟିପିଟି ଦେଖିବା ବହୁତ ଶୁଭ ଅଟେ। ଶାସ୍ତ୍ରରେ ଝିଟିପିଟି ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଏପରି ପରିସ୍ଥିତିରେ, ଯଦି ଆପଣ ଧନ୍ତରାସରେ ଏକ ଧଳା ଝିଟିପିଟି ଦେଖନ୍ତି, ତେବେ ବୁଝିବାକୁ ହେବ ଯେ ଆପଣଙ୍କ ଘରେ ଶୀଘ୍ର ଦେବୀ ଲକ୍ଷ୍ମୀ ଉପସ୍ଥିତ ରହିବ। ଆପଣଙ୍କ ସମସ୍ୟା ଶୀଘ୍ର ଶେଷ ହେବ।

କିନ୍ନର

ଯଦି ଆପଣ ଧନତରାସରେ କିନ୍ନରକୁ ଦେଖନ୍ତି ତେବେ ତାହା ମଧ୍ୟ ଶୁଭଦାୟକ ଅଟେ। କାରଣ ବିଶ୍ବାସ ରହିଛି ଯେ, ଯଦି ମା ଲକ୍ଷ୍ମୀଙ୍କର ଆପଣଙ୍କ ପ୍ରତି ଆର୍ଶିବାଦ ରହିଛି ତେବେ ଆପଣଙ୍କୁ ରାସ୍ତା ଘାଟରେ କିମ୍ବା ବଜାରରେ କିନ୍ନର ପରିଦୃଶ୍ୟ ହେବ। ଯଦି ସେ ଗୋଟିଏ ପଇସା ମୁଣ୍ଡରେ ମାରି ଆପଣଙ୍କୁ ଦେଲା ତେବେ ତାହା ଆହୁରି ଶୁଭ ଦାୟକ ଅଟେ।

ଧଳା ବିଲେଇ

ଧନତରାସ ଦିନ ଯଦି ଧଳା ବିଲେଇ ଦେଖନ୍ତି ତେବେ ତାହା ମଧ୍ୟ ଶୁୁଭଦାୟକ ଅଟେ। କାରଣ ଧଳା ବିଲେଇ ଶୁଭ ଦାୟକ। ତେବେ ଏହା ସାଧାରଣରେ କେବେ ଦେଖା ଯାଏ ନାହିଁ। ଏହା ଭାଗ୍ୟରେ ଥାଏ ତେବେ ଏହା ନିଶ୍ଚିତ ଦେଖାଦେବ।

ରାସ୍ତାରେ ପଇସା ମିଳିବା

ଏହିଦିନ ରାସ୍ତାରେ ଯାଉଥିବା ବେଳେ ଯଦି ହଠାତ ପଇସାଟି ମିଳେ ତେବେ ଏହା ବେଶ୍ ଶୁଭଦାୟକ ବୋଲି ବିବେଚନା କରାଯାଏ। ଏହା ସଙ୍କେତ ଦିଏ ଯେ, ଆପଣଙ୍କର ବନ୍ଦ ହୋଇପଡିଥିବା କାମ ଖୁବ ଶିଘ୍ର ଖୋଲିଯିବାର ସମ୍ଭାବନା ସୃଷ୍ଟି ହୋଇଥାଏ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top