Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବୋରିଶ ଜନସନଙ୍କ ଭାରତ ଗସ୍ତ ବାତିଲ

ଲଣ୍ଡନ: ଭାରତରେ କୋଭିଡ୍ ସଂକ୍ରମଣ ମାରାତ୍ମକ ହୋଇଥିବା ଦେଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ତାଙ୍କ ଗସ୍ତ ଏବେ ପାଇଁ ବାତିଲ କରିଛନ୍ତି। ଏପ୍ରିଲ ଅନ୍ତିମ ସପ୍ତାହରେ ବୋରିଶ ଜନସନ ଭାରତ ଆସିବେ ବୋଲି ସୂଚନା ରହିଥିଲା। ଏହି ଗସ୍ତ ସମୟରେ ଦୁୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ଚୁକ୍ତି ହେବାର କାର‌୍ୟ୍ୟକ୍ରମ ଥିଲା। ପ୍ରଥମେ ବୋରିଶ ଚାରି ଦିନିଆ ଭାରତ ଗସ୍ତରେ ଆସିବେ ବୋଲି ସୂଚନା ରହିଥିଲା। ଏହାପରେ ତାଙ୍କ ଅଫିସ ଏହି ଗସ୍ତସୂଚୀକୁ କାଣ୍ଟଛାଣ୍ଟ କରି ଅଳ୍ପଦିନ କରିଥିଲା।

ଗତକାଲି ବୋରିଶ ଭାରତ ଗସ୍ତ ନକରିବା ଉଚିତ ବୋଲି ବ୍ରିଟେନର ବିରୋଧୀ ଦଳ ଲେବର ପାର୍ଟି କହିଥିଲା। ଯେହେତୁ ଭାରତରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି ତେଣୁ ବୋରିଶ ତାଙ୍କ ବ୍ୟବସାୟିକ କାର‌୍ୟ୍ୟକ୍ରମ ଅନ୍ ଲାଇନ୍ ଜରିଆରେ ଭାରତ ସହ କରିବା ଦରକାର ବୋଲି ଲେବର ପାର୍ଟି କହିଥିଲା। ଆଉ ଏହାପରେ ବୋରିଶଙ୍କ ଭାରତ ଗସ୍ତ ବାତିଲ୍ ହୋଇପାରେ ବୋଲି ସମ୍ଭାବନା ଦେଖାଦେଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top