Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

‘ରାଧେ’କୁ ଉଚିତ୍ ପ୍ଲାଟଫର୍ମରେ ଦେଖିବାକୁ ଫ୍ୟାନମାନଙ୍କୁ ସଲମାନଙ୍କ ଅନୁରୋଧ

ମୁମ୍ବାଇ: ସଲମାନ୍ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି । ଫିଲ୍ମଟି ପ୍ରମୁଖ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମରେ ରିଲିଜ୍ ହେବ। ଏହି ଫିଲ୍ମକୁ ନେଇ ଫ୍ୟାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ତେବେ ରିଲିଜ୍ ପୂର୍ବରୁ ସଲମାନ୍ ଖାନ୍ ଫ୍ୟାନଙ୍କୁ ବଡ଼ ଅନୁରୋଧ କରିଛନ୍ତି । ସଲମାନ୍ ନିଜ ଫ୍ୟାନଙ୍କୁ ‘ରାଧେ’କୁ ପ୍ଲାଟଫର୍ମରେ ଦେଖିବା ସହ ମନୋରଞ୍ଜନରେ ପାଇରେସୀ ନକରିବାକୁ ପାଇଁ କମିଟମେଣ୍ଟକରି ଏକ ଭିଡିଓ ଶେଆର୍ କରିଛନ୍ତି।

ସଲମାନ୍ ଭିଡିଓ ଜରିଆରେ କହିଛନ୍ତି, ଗୋଟିଏ ଫିଲ୍ମ ପ୍ରସ୍ତୁତ କରିବା ପାଇଁ କେତେ ଲୋକେ ପରିଶ୍ରମ କରୁଛନ୍ତି । କିନ୍ତୁ କିଛି ଲୋକେ ସେହି ଫିଲ୍ମକୁ ଦେଖିବା ପାଇଁ ପାଇରେସୀର ସହାୟତା ନିଅନ୍ତି । ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ସଲମାନ୍ କହିଛନ୍ତି । ସଲମାନ୍ ମଧ୍ୟ ଫ୍ୟାନଙ୍କଠାରୁ ଏକ କମିଟମେଣ୍ଟ ମାଗିଛନ୍ତି । ସଲମାନ୍ ଫିଲ୍ମକୁ ଉଚିତ୍ ପ୍ଲାଟଫର୍ମରେ ଦେଖିବା ପାଇଁ ଅନୁରୋଧ କରିଛନ୍ତି ଏବଂ ପାଇରେସୀ ନକରିବାକୁ ଅପିଲ୍ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top