ରାଉରକେଲା (ଓଡ଼ିଶା ୱେୟାର): ସେଲଫି ପାଇଁ ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ । ସଟଡାଉନ ନିୟମକୁ ଆମାନ୍ୟ କରି ରାଉରକେଲା ବାସନ୍ତୀ କଲୋନୀ ଅଞ୍ଚଳର ଆଜି ପାଞ୍ଚ ଜଣ ବନ୍ଧୁ ରାଜଗାଙ୍ଗପୁର ଠାରେ ଥିବା କାଂଶବାହାଲ ଡ୍ୟାମକୁ ବୁଲିବାକୁ ଯାଇଥିଲେ । ହେଲେ ସେଠାରେ ସେଲଫି ନେଉଥିବା ବେଳେ ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଗୋଡ଼ ଖସି ଯାଇଥିଲା ।
ଫଳରେ ଡ୍ୟାମର ଅଥଳଅଥଳ ପାଣିରେ ବୁଡି ଯାଇଥିଲେ । ପ୍ରଥମେ ସ୍ଥାନୀୟ ଲୋକେ ଏବଂ ଅନ୍ୟ ତିନିଜଣ ବନ୍ଧୁ ଜଣଙ୍କୁ ଉଦ୍ଧାର କରି ଆରଜିଏଚ ପଠାଇଥିଲେ ହେଲେ।


