Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରଣର କ୍ଲିନିକାଏଲ ଟ୍ରାଏଲକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ କୋରୋନା ଉପରେ ନିୟନ୍ତ୍ରଣ ଆଣିବାକୁ ଟିକାକରଣ ଜାରି ରହିଛି । ତେବେ ବର୍ତ୍ତମାନ ଦେଶରେ ପ୍ରମୁଖ ଦୁଇଟି ଟିକା କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ମିକ୍ସଡ ଡୋଜର କ୍ଲିନିକାଲ ଟ୍ରାଏଲ ଓ ଗବେଷଣା ପାଇଁ ଡିସିଜିଆଇ ଅନୁମତି ପ୍ରଦାନ କରିଛି । ଏନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିବା ଜଣାପଡ଼ିଛି । କୁହାଯାଉଛି ଭେଲୋରର କ୍ରିଶ୍ଚିୟନ ମେଡିକାଲ କଲେଜରେ ଏହି କ୍ଲିନିକାଲ ଟ୍ରାଏଲ ଓ ଗବେଷଣା କରାଯିବ ।
ମିଳିଥିବା ସୂଚନା ମୁତାବକ ଗତମାସରେ ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନର ଏକ କମିଟି କୋଭାକ୍ସିନ ଓ କୋଭିସିଲ୍ଡର ଏକ ମିକ୍ସ ଡୋଜ ଉପରେ ଗବେଷଣା କରିବାକୁ ଅନୁମତି ଲୋଡ଼ିଥିଲେ । ସେହିପରି ଆଇସିଏମର ତରଫରୁ ମଧ୍ୟ ଦୁଇ ଭ୍ୟାକ୍ସିନର ମିକ୍ସଡ ଡୋଜ ପାଇଁ ଗବେଷଣା କରାଯାଇଥିଲା । ଏଥିରେ କୁହାଯାଇଥିଲା କି ଉଭୟ କୋଭାକ୍ସିନ ଓ କୋଭିସିଲ୍ଡର ମିଳିତ ଟିକା ସୁରକ୍ଷିତ ତଥା ଇମ୍ୟୁନିଟି ବୁଷ୍ଟର ଭଳି କାର୍ଯ୍ୟ କରିପାରେ । ତେବେ ଖୁରାକର ମିଶ୍ରଣର ଚିନ୍ତା ବଢାଇ ଦେଇଥିଲା । ଏପରି କ୍ଷେତ୍ରରେ ଯେଉଁ ଗବେଷଣା ଓ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ଦିଆଯାଇଛି ତାହା ଆଇସିଏମଆର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିବ ।

ୃୃୃୃୃୃୃୃୃୃୃୃୃୃୃୃୃୃୃୃୃ

Click to comment

Leave a Reply

Your email address will not be published. Required fields are marked *

Most Popular

To Top