Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିବାଦରେ ସନି ଲିଓନି

ନୂଆଦିଲ୍ଳୀ: ବିବାଦରେ ଫସିଛନ୍ତି ବଲିଉଡର ଗ୍ଲାମରସ ଡିଭା ସନି ଲିଓନି । ‘ମଧୁବନ’ଗୀତ କୁ ନେଇ ବିବାଦ ଘେରରେ ଆସିଛନ୍ତି । ଡିସେମ୍ବର ୨୨ ରେ ରିଲିଜ ହୋଇଥିବା ‘ମଧୁବନ’ଗୀତ କୁ ନେଇ ଏବେ ଚର୍ଚ୍ଚାରେ ସନି ଲିଓନି। ଯାହାକୁ ନେଇ ମ୍ୟୁଜିକ୍‌ ଭିଡିଓ ଦେଖିବା ପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍‌ କରାଯାଉଛି । ଗୀତ ଜରିଆରେ ସନି ଲିଓନି ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚାଉଥିବା ଅଭିଯୋଗ ହୋଇଛି ।
ଗୀତ ରିଲିଜ୍ ହେବା ପରେ ସନି ଲିଓନି ଏକ ଟ୍ୱିଟ୍ କରି କହିଥିଲେ ଯେ କ’ଣ ଆପଣ ଏହି ଗୀତ ଦେଖି ସାରିଲେଣି । ଉତ୍ତରରେ ଲୋକେ ତାଙ୍କୁ ଟ୍ରୋଲ କରି କହିଥିଲେ ଏହା ଦ୍ୱାରା ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚିଛି । ଜଣେ ୟୁଜର କହିଛନ୍ତି ମଧୁବନ ଏକ ଶାନ୍ତିର ସ୍ଥାନ । ମଧୁବନରେ ରାଧା ଏମିତି ଡାନ୍ସ କରୁନଥିଲେ । ରାଧିକା ଡାନ୍ସର ନୁହେଁ ଭକ୍ତ ଥିଲେ । ୟୁଜର୍ସମାନେ ତାଙ୍କ ଗୀତକୁ ଅଶ୍ଳୀଳ ଭିଡିଓ କହି ଏହି ଭିଡିଓର ବୟକଟ କରିବା ନେଇ ଦାବି କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top