ଭୁବନେଶ୍ୱର(ଓଡବ୍ଲ୍ୟୁ): ଓଡ଼ିଶାର ୪ଜଣ ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ଚଳିତବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ । କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସାହିତ୍ୟିକ ଦାଶରଥି ଦାସ, ଗଗନେନ୍ଦ୍ର ନାଥ ଦାସ, ପ୍ରଫୁଲ୍ଲ ତ୍ରିପାଠୀ ଓ ହଳଧର ନାଗଙ୍କୁ ଏହି ପୁରସ୍କାର ମିଳିବ । ପ୍ରତିଷ୍ଠିତ ଲେଖକ ଦାଶରଥୀ ଦାସଙ୍କୁ ତାଙ୍କ ପୁସ୍ତକ ‘ପ୍ରସଙ୍ଗ ପୁରୁଣା ଭାବନା ନୂଆ’ ପାଇଁ ଏବଂ କୋଶଳୀ ଓ ସମ୍ବଲପୁରୀ ଭାଷା ସମ୍ମାନ ପାଇଁ ଶ୍ରୀ ତ୍ରିପାଠୀ ଓ ଶ୍ରୀ ନାଗଙ୍କୁ ଏହି ପୁରସ୍କାର ମିଳିବ ।
ସେହିପରି ଗଗନେନ୍ଦ୍ର ଦାସଙ୍କୁ ସାହିତ୍ୟ ଏକାଡ଼େମୀ ଭାଷା ସମ୍ମାନ ମିଳିବ ବୋଲି ଜଣାପଡ଼ିଛି । ଏହି ବିଜେତାମାନଙ୍କୁ ନୂଆଦିଲ୍ଲୀରେ ୨୦୧୯ ଜାନୁୟାରୀ ୨୯ ତାରିଖରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧ଲକ୍ଷ ଟଙ୍କା ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାପଡ଼ିଛି ।
Mostbet Kz- Официальный Сайт Mostbet Бк И Казино В Казахстане
Официальный Сайт ᐈ Ставки на Спорт И Онлайн-казино ВходContentMostbet Kz официальный Сайт — Казино" "только Букмекер Мостбет КазахстанОсновные Преимущества и...