Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ

About Us

ODISHAWIRE – is a leading 24*7 Odia news Web portal of Odisha.ODISHAWIRE committed to maintaining the highest standards of journalism and would scrupulously avoid editorializing while reporting the news. It would endeavor to cover the entire gamut of issues from across the world, but the focus would be on the state of Odisha. Also focused on various govt activities & policy of the state too.

We had a group of young journalists to making the ODISHAWIRE a pro-people based news web portal.

www.Odishawire.in & www.Odishawire.com is an Odia news web portal.

EDITOR: SAGARIKA PATNAIK

ଆମ ସମ୍ପର୍କରେ…

କାମଳ ସାମ୍ବାଦିକତାର ପ୍ରଚଳନ ଅଧିକ ପ୍ରଭାବୀ ହେବାରେ ଲାଗିଛି। ନିଜସ୍ୱ ସ୍ୱାର୍ଥସାଧିତ ହେବାଭଳି ଖବର ପ୍ରସାରଣ ଅବା ପ୍ରକାଶିତ କରିବା ମିଡିଆ ହାଉସଗୁଡ଼ିକ ପାଇଁ ବାଧ୍ୟବାଧକତା ହୋଇଛି। ସାମ୍ବାଦିକଙ୍କ ପାଇଁ ସାଧାରଣ ଲୋକ ଓ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଖବର ପ୍ରସ୍ତୁତ କରିବା ମଧ୍ୟ କାଠିକର ପାଠ ହେବାରେ ଲାଗିଛି। ଯାହାଫଳରେ ଗଣମାଧ୍ୟମ ଓ ସାମ୍ବାଦିକର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଧାରଣ ଲୋକର ଭରସା କମିବାରେ ଲାଗିଛି।

ଏହାକୁ ଦୃଷ୍ଟିରେ ରଖି ୨୦୧୭ ଜୁନ୍ ମାସରେ ‘ଓଡ଼ିଶା ୱେୟାର’ ୨୪ଘଣ୍ଟିଆ ନ୍ୟୁଜ୍ ପୋର୍ଟାଲ ଅସ୍ତିତ୍ୱକୁ ଆସିଥିଲା । ସାମ୍ବାଦିକତାକୁ ବଞ୍ଚାଇ ରଖିବାକୁ ହେଲେ ସମ୍ପାଦକୀୟ ସ୍ୱାଧୀନତା ଓ ସାଧାରଣ ଲୋକର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଖବର ପ୍ରସାରଣ କରିବାକୁ ପଡ଼ିବ। ବିନା ଦ୍ୱେଷ ଓ ପକ୍ଷପାତରେ ଖବର ପ୍ରସାରଣ କରିବାକୁ ହେବ। ଖବରର ବିଶ୍ଲେଷଣ ଓ ତା’ଉପରେ ଟିପ୍ପଣୀ ଦେବା ବ୍ୟତୀତ ଆମର ଉଦ୍ଦେଶ୍ୟ ରିପୋର୍ଟିଂର ପାରମ୍ପରିକ ଅସ୍ତିତ୍ୱକୁ ଜୀବିତ ରଖିବା ମଧ୍ୟ । ବିଜ୍ଞାପନର ଚାକଚକ୍ୟ ଓ ନେତାଙ୍କ ଚାଟୁକାରିତା ମଧ୍ୟରେ ନିଜକୁ ହଜାଇ ନଦେଇ ‘ଓଡ଼ିଶା ୱେୟାର’ ଓଡ଼ିଶାବାସୀଙ୍କ ସ୍ୱର ହେବାକୁ ପ୍ରତିଶ୍ରୁତିବଦ୍ଧ। ଆଗାମୀ ଦିନରେ ସମ୍ବଳର ଉପଲବ୍ଧତାକୁ ଦେଖି ଆମେ ଇଂରାଜୀ ଓ ଅନ୍ୟାନ୍ୟ ଭାଷାର ସଂସ୍କରଣ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛୁ।

ଆମ ମତରେ ଅନୁଭବ ହିଁ ଅଭିଜ୍ଞତା ହାସଲରେ ସହାୟକ ହୋଇଥାଏ। ତେଣୁ ‘ଓଡ଼ିଶା ୱେୟାର’ରେ ଆମେ ଏଭଳି ସମ୍ପାଦକୀୟ ଟିମକୁ ସାମିଲ କରିଛୁ ଯେଉଁମାନେ ସାମ୍ବାଦିକତା ଜଗତରେ ନୂଆ ମୁହଁ ସତ, କିନ୍ତୁ ସେମାନେ ଅନ୍ୟର ଚାପ କିମ୍ବା ସାଲିସର ଛାପରୁ ଊଦ୍ଧ୍ୱର୍ରେ ରହିଛନ୍ତି। ସେହିମାନଙ୍କ ଆତ୍ମସ୍ୱାଭିମାନକୁ ପୁଞ୍ଜି କରି ‘ଓଡ଼ିଶା ୱେୟାର’ ତା’ର ଗତିପଥରେ ଆଗେଇ ଚାଲିଛି। ଆଶା କରୁଛୁ, ପାଠକୀୟ ଆଦୃତି ଲାଭ କରିବ ।

ଓଡ଼ିଆ ଟିମ

Shruti Kar (Associate Editor)

Dinabandhu Lenka (Reporter)

Umakanta Swain (Reporter)

 

 

 

UDYAM REGISTRATION NUMBER

UDYAM-OD-19-0116431

CERTIFICATE ISSUED BY  Ministry of Micro,Small and Medium Enterprises 

 

Anyone can directly contact us:

odishawirenews@gmail.com for any query or redressal of the grievance.

The jurisdiction for legal disputes and litigation arising out of any story or article published on odishawire.com/odishawire.in would be the Bhubaneswar region only.

To Top