ଅଭିନେତା ଗୋବିନ୍ଦା ସକାଳ ପ୍ରାୟ ୪.୪୫ରେ ଆପଏଣ୍ଟମେଣ୍ଟ ପାଇଁ ଯାଉଥିବା ବେଳେ ହଠାତ୍ ବନ୍ଧୁକରେ ନିଜ ଗୋଡ଼ରେ ଗୁଳି ମାଡ଼ କରିଥିଲେ। ସଙ୍ଗେ ସଙ୍ଗେ ଅଭିନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଅଛନ୍ତି। ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା କହିଛନ୍ତି ଯେ, ଗୋବିନ୍ଦା କୋଲକାତା ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ସେ ନିଜ ଲାଇସେନ୍ସପ୍ରାପ୍ତ ରିଭଲଭର ରଖିଥିବା ବେଳେ ହଠାତ ଗୁଳି ତାଙ୍କ ଗୋଡ଼ରେ ବାଜିଥିଲା। ଶଶି ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ତାଙ୍କ ଅବସ୍ଥା ଠିକ୍ ଅଛି। ସେ ଏବେ ହସ୍ପିଟାଲରେ ଅଛନ୍ତି।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...