ଭୁବନେଶ୍ୱର, (ଓଡ଼ିଶା ୱେୟାର) : ପୁଣି ବଙ୍ଗୋପସାଗରେ ଲଘୁଚାପ । ବରିଷ୍ଠ ପାଣିପାଗ ବିଜ୍ଞାନୀ ତଥା ଘରୋଇ ପାଣିପାଗ ସଂସ୍ଥା ଆକ୍ୟୁ ୱେଦରର ଆନ୍ତର୍ଜାତୀୟ ଫୋରକାଷ୍ଟିଂ ମ୍ୟାନେଜର ଜ୍ୟାସନ ନିକଲସ୍ଙ୍କ ଆକଳନ ଅନୁସାରେ ଆସନ୍ତା ସପ୍ତାହରେ ବଙ୍ଗୋପସାଗର ଆଣ୍ଡାମାନ ନିକଟରେ ଲଘୁଚାପ ସୃଷ୍ଟି ହେବ । ଏହା କ୍ରମଶଃ ଅବପାତରେ ପରିଣତ ହେବ ।
ପରେ ବାତ୍ୟାର ରୂପ ନେଇ ପୂର୍ବ ଭାରତ ଆଡକୁ ମୁହାଁଇବ । ତେବେ ଏହା କେଉଁ ଆଡେ ମୁହାଁଇବ ସେ ନେଇ କୌଣସି ସ୍ୱଷ୍ଟ ସୂଚନା ମିଳି ନାହିଁ । ଆମେରିକା GFS ମଡେଲ ଅନୁସାରେ ଏହା ବାତ୍ୟାର ରୁପ ନେଇାପାରେ । ତେବେ ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...