ସମ୍ବଲପୁର (ଓଡ଼ିଶା ୱେୟାର) : କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖତ୍ ବୁର୍ଲା ଭିମସାରର ଏମ୍.ବି.ବି.ଏସ୍. ଅଫଲାଇନ ପରୀକ୍ଷାକୁ ବନ୍ଦ କରିଦିଅ।ଯାଇଛି ସାରା ରାଜ୍ଯରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥତ୍ବାରୁ ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ କଠୋର କଟକଣା ଲଗାଯାଉଛି ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ପ୍ରଶାସନ ୨ ସପ୍ତାହ ପାଇଁ ଏମ.ବି.ବି.ଏସ୍ ଅଫଲାଇନ ପରୀକ୍ଷାକୁ ସ୍ଥଗିତ ରଖତ୍ବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଲେ ଭିମସାର ନିର୍ଦେଶକ ପ୍ରଫେସର ଲଳିତ ମେହେର ବର୍ତ୍ତମାନ ସମୟରେ ଏମବିବିଏସ ପିଏମ୍ବି-୧ ଓ ପିଏମ୍ବି-୨ ପରୀକ୍ଷା ହେବାର ଥିଲା । ଏହାକୁ ୨ସପ୍ତାହ ପାଇଁ ସ୍ଥଗିତ ରଖିବା ସକାଶେ କୂଳପତିଙ୍କୁ ପତ୍ର ଲେଖିଥିଲେ ନିର୍ଦ୍ଦେଶକ। କୂଳପତିଙ୍କ ଅନୁମତି ପରେ ପରୀକ୍ଷା ଘୁଞ୍ଚଛି ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...