ଘଟଗାଁ (ଓଡ଼ିଶା ୱେୟାର) : ରଙ୍ଗମାଟିଆ ଗ୍ରାମରେ ଥ୍ରେସର ମେସିନ ତଳେ ଚାପି ହୋଇ ବାପ ମୃତ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଟ୍ରାକ୍ଟର ଯୋଗେ ଥ୍ରେସର ମେସିନକୁ ନିଆଯାଉଥିବା ବେଳେ ମେସିନ ଟି ଓଲଟି ପଡିବାରୁ ବାପ ପୁଅ ଚାପି ହୋଇଯାଇଥିଲେ।
ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ମୃତକ ହେଲେ ଦୁର୍ଗା ମୁର୍ମୁ ଓ ୮ବର୍ଷ ର ପୁଅ ମହେଶ୍ୱର ମୁର୍ମୁ । ଖବର ପାଇ ଦୈତାରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...