ରାଜ୍ୟ
ବଡ଼ଧରଣର ପ୍ରଶାସନିକ ଅଦଳବଦଳ
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ନିର୍ଦ୍ଦେଶକ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୧୪ଜଣ ଆଇଏଏସ୍ ଓ ୨୬ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରାଯାଇଥିବାବେଳେ ୨ଜଣ ଆଇଏଏସ୍ଙ୍କୁ ଅତିରିକ୍ତ ଦାୟିତ୍ୱରୁ ମୁକ୍ତ କରାଯାଇଛି । ସରକାର ଗତ ଦୁଇ ସପ୍ତାହ ପୂର୍ବରୁ ଯୁଗ୍ମ ସଚିବ ସ୍ତରରେ ମଧ୍ୟ ବଡ଼ଧରଣର ଅଦଳବଦଳ କରିଥିଲେ ।
ଆଇଏଏସ୍
ଚିତ୍ରା ଅରୁମୁଗମ୍- ମହିଳା ଓ ଶିଶୁ କଲ୍ୟାଣ ସଚିବ(ଜଳସମ୍ପଦ ସ୍ୱତନ୍ତ୍ର ସଚିବ ନିଯୁକ୍ତି ରଦ୍ଦ)
ମହେନ୍ଦ୍ର କୁମାର ମଲ୍ଲିକ- ନିର୍ଦ୍ଦେଶକ, ପଶୁସମ୍ପଦ ଓ ପଶୁପାଳନ ସେବା
ପ୍ରଶାନ୍ତ କୁମାର ସେନାପତି- ମତ୍ସ୍ୟ ନିର୍ଦ୍ଦେଶକ
ଦେବେନ୍ଦ୍ର ମହାପାତ୍ର- ଅବକାରୀ କମିଶନର
ରତ୍ନାକର ରାଉତ- ପରିଚାଳନା ନିର୍ଦ୍ଦେଶକ,ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ
ପ୍ରତାପ ଚନ୍ଦ୍ର ଦାଶ (୧)- ନିର୍ଦ୍ଦେଶକ, ପଂଚାୟତିରାଜ
ହେମନ୍ତ କୁମାର ପାଢ଼ୀ- ନିର୍ଦ୍ଦେଶକ, ଇଷ୍ଟେଟ୍
ଡଃ ଏମ. ମୁଥୁକୁମାର- ନିର୍ଦ୍ଦେଶକ,ଉଦ୍ୟାନକୃଷି ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ
ଡଃ ବିଜୟ କେତନ ଉପାଧ୍ୟାୟ- ଯୁଗ୍ମ ସଚିବ, ଜଳସମ୍ପଦ
ମାନସୀ ନିମ୍ଭଲ – ପ୍ରକଳ୍ପ ନିର୍ଦ୍ଦେଶକ, ଓଟିଇଏଲପି
ମନୀଷ ଅଗ୍ରୱାଲ – ନିର୍ବାହୀ ନିର୍ଦ୍ଦେଶକ,ସିଏମ୍ଜିଆଇ
ଚଂଚଳ ରଣା- ଓଏସଡି,କ୍ରୀଡ଼ା ଓ ଯୁବବ୍ୟାପାର
ବିଜୟ କୁମାର ନାୟକ- ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓପେପା
ଅମରେନ୍ଦ୍ର କୁମାର ପଟ୍ଟନାୟକ- ଅଧ୍ୟକ୍ଷ,ମାଧ୍ୟମିକ ଶିକ୍ଷା ପରିଷଦ
ଶରତ ଚନ୍ଦ୍ର ନାୟକ- ଉପାଧ୍ୟକ୍ଷ, ସିଡିଏ
ସ୍ମୃତିରଞ୍ଜନ ପ୍ରଧାନ- ଶିଳ୍ପ ନିର୍ଦ୍ଦେଶକ
ଓଏଏସ୍
ବିଭୂପ୍ରସାଦ ଷଡ଼ଙ୍ଗୀ- ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା
ବିରଂଚି ନାରାୟଣ ମହାନ୍ତି- ଏମଡି,ମାର୍କଫେଡ୍ ଓ ସମବାୟ ଅତିରିକ୍ତ ସଚିବ
ଅନନ୍ତ କୁମାର ଭୂୟାଁ- ନିର୍ଦ୍ଦେଶକ, ଟେଷ୍ଟ ବୁକ୍ ପ୍ରିଂଟି
ସୁଶାନ୍ତ ବାରିକ – ନିର୍ଦ୍ଦେଶକ, ଏସଏସଇପିିଡି
ଧନଞ୍ଜୟ ହେମ୍ରମ୍- କଟକ ଆରଡିସିଙ୍କ ସଚିବ
ବିଷ୍ଣୁ ପ୍ରସାଦ ମିଶ୍ର- ନିର୍ଦ୍ଦେଶକ, ଟେକ୍ସଟାଇଲ ଓ ଏମଡି ବୟନିକା(ଅତିରିକ୍ତ ଦାୟିତ୍ୱ)
ସିଦ୍ଧାର୍ଥ ଧଳ- ନିର୍ଦ୍ଦେଶକ, ବ୍ୟୁରୋ ଅଫ୍ ଟିବିପିପି
ଉମାକାନ୍ତ ତ୍ରିପାଠୀ- ଅତିରିକ୍ତ ସଚିବ, ବିଜ୍ଞାନ ଓ କାରିଗର କୌଶଳ
ବ୍ରତତୀ ହରିଚନ୍ଦନ- ନିର୍ଦ୍ଦେଶକ, ସଂସ୍କୃତି
ଆଲୋକ କୁମାର କର- ଯୁଗ୍ମ ସଚିବ, ଗୃହ ବିଭାଗ
ଗଙ୍ଗାଧର ସାହୁ- ଜେନେରାଲ ମ୍ୟାନେଜର,ଓଏସଆରଟିସି
ସରୋଜ କୁମାର ପଟେଲ- ରାଜ୍ୟ ନୋଡାଲ ଅଫିସର,ଏମଡିଏମ୍
ପ୍ରଦୀପ କୁମାର ମିଶ୍ର(୨)- ପ୍ରଶାସନିକ ଅଫିସର,ଏମକେସିଜି-ବ୍ରହ୍ମପୁର
ସରୋଜ କୁମାର ସାମଲ- ଯୁଗ୍ମ ସଚିବ,ପୂର୍ତ
ମୃଣାଳ କାନ୍ତି ଦାସ- ଅତିରିକ୍ତ ନିର୍ଦ୍ଦେଶକ, ଏନଏଚଏମ୍
ଗଣେଶ୍ୱର ଜେନା- ଯୁଗ୍ମ ସଚିବ, ଇସ୍ପାତ ଓ ଖଣି ବିଭାଗ
ସୁଶାନ୍ତ କୁମାର ଦାଶ- ଅତିରିକ୍ତ ନିର୍ଦ୍ଦେଶକ,ଇଷ୍ଟେଟ୍
ଚିତରଞ୍ଜନ ପାତ୍ର- ସିଜିଏମ୍, ଇଡ୍କୋ
ଆରତୀ ରାଉତ- ଉପ ନିର୍ଦ୍ଦେଶକ, ରାମ୍ସା
ଅବନୀକାନ୍ତ ପଟ୍ଟନାୟକ- ଉପ କମିଶନର, ଭୁବନେଶ୍ୱର ମହାନଗର ନିଗମ
ସୁଧାଂଶୁ ଶେଖର ନାୟକ- ଉପ ସଚିବ , ମିଶନ ଶକ୍ତି
ଇନ୍ଦ୍ରମଣି ନାୟକ- ଉପସଚିବ, ଆରଡିସି-ବ୍ରହ୍ମପୁର
ଗୋରାଚାନ୍ଦ ଗମାଙ୍ଗ- ପିଏ,ଆଇଟିଡିଏ,ଗୁଣୁପୁର
ପ୍ରଶାନ୍ତ କୁମାର ଷଡ଼ଙ୍ଗୀ- ରେଂଟ ଅଫିସର୍, ସାଧାରଣ ପ୍ରଶାସନ ବିଭାଗ
ସଂଗ୍ରାମ କୁମାର ରାୟସର୍ଦ୍ଦାର- ଉପସଚିବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
ମଞ୍ଜୁଲତା ସ୍ୱାଇଁ- ଉପସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ