Latest

ବଚସାକୁ କେନ୍ଦ୍ର କରି ଦୋକାନୀଙ୍କୁ ହତ୍ୟା

Posted on

ଭୁବନେଶ୍ବର (ଓଡ଼ିଶା ଓ୍ବେୟାର) : ରାଜଧାନୀରେ ଗଡିଲା ମୁଣ୍ଡ। ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ଖଣ୍ଡିଗିରି ଥାନା ରଘୁନାଥନଗର ମନ୍ଦିର ନିକଟରେ ହୋଇଛି ହତ୍ୟାକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଜଣେ ମୋବାଇଲ ଦୋକାନୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ।
ମୃତ ଯୁବକ ହେଉଛନ୍ତି ସନାତନ ରାଉତରାୟ। ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨ଜଣ ମହିଳାଙ୍କୁ ଅଟକ ରଖିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ଗଠନ ହୋଇଚି ସ୍ୱନନ୍ତ୍ର ଟିମ୍‌। ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version