ବ୍ର ହ୍ମପୁର (ଓଡ଼ିଶା ୱେୟାର): ହ୍ମପୁରର ବହୁ ଚର୍ଚ୍ଚିତ ତପସ୍ବିନୀ ମାମଲାରେ ହାଇକୋର୍ଟ ତଳ କୋର୍ଟଙ୍କ ନିର୍ଦ୍ଦେଶକୁ କାଏମ୍ ରଖିଲେ । ହାଇକୋର୍ଟ ଏବେ ସୁମିତ୍ ତପସ୍ବିନୀଙ୍କୁ ଭରଣ ପୋଷଣ ପାଇଁ ମାସିକ ୧୭ ହଜାର ଟଙ୍କା ଦେବେ।
ସୂଚନାଯୋଗ୍ଯ ଯେ ତଳ କୋର୍ଟଙ୍କ ରାୟକୁ ଚ୍ଯାଲେଞ୍ଜ କରି ଉପର କୋର୍ଟକୁ ଯାଇଥିଲେ । ସୁମିତ ପୂର୍ବରୁ ପ୍ରତି ମାସର ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ଦେବାକୁ ସୁମିତ୍ଙ୍କୁ ନିର୍ଦ୍ଦେଶ ଥିଲା । ତଳ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ବ୍ଯାଲେଞ୍ଜ କରି ସୁମିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବୁଧବାର ଦିନ ହାଇକୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି । ହାଇକୋର୍ଟ ଶୁଣାଣି କରି କହିଛନ୍ତି ଯେ ଏଣିକି ସୁମିତ୍ ତପସ୍ବିନୀଙ୍କୁ ମାସିକ ୧୭ ହଜାର ଟଙ୍କା ହିଁ ପ୍ରଦାନ କରିବେ। ପ୍ରତି ମାସ ୧୦ ତାରିଖରେ ସୁମିତଙ୍କୁ ଏହି ଅର୍ଥ ଦେବାକୁ ପଡ଼ିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...