ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରାଙ୍କୁ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟର ନୋଟିସ । କୋଇଲା ଘୋଟାଲା ମାମଲାରେ ଜେରା କରିବାକୁ କାର୍ଯ୍ୟାଳୟରେ ହାଜିର ହେବାକୁ ନୋଟିସ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏପରିକି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ଦସ୍ତାବିଜ ମଧ୍ୟ ଆଣିବାକୁ ନିର୍ଦ୍ଦେଶ ଦେଇଛି । ତେବେ ଜାରି ହୋଇଥିବା ନୋଟିସ ଅନୁଯାୟୀ ଆସନ୍ତା ୧ ତାରିଖରେ ରୁଜିରା ହାଜର ହେବାକୁ ଥିବା ବେଳେ ୬ ତାରିଖରେ ସାଂସଦ ହାଜିର ହେବାକୁ କୁହାଯାଇଛି ।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...