Latest
ଦିଲ୍ଲୀ ନିର୍ବାଚନର ଇନ୍ଚାର୍ଜ ହେଲେ ବୈଜୟନ୍ତ ପଣ୍ଡା
କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେପି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଇନ୍ଚାର୍ଜ ଭାବେ ବୈଜୟନ୍ତ ପଣ୍ଡା ଓ ସାଂସଦ ଅତୁଲ ଗର୍ଗଙ୍କୁ ସହକାରୀ ଇନ୍ଚାର୍ଜ ଭାବେ ଦାୟିତ୍ବ ଦେଲା ବିଜେପି । ଉଭୟଙ୍କୁ ନିଯୁକ୍ତି ଦେଲେ ବିଜେପି ସଭାପତି ଜେପି ନଡ୍ଡା।