Latest

ଆସନ୍ତାକାଲି ମନ୍ତ୍ରିପରିଷଦ ବୈଠକ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆସନ୍ତାକାଲି ଅପରାହ୍ନରେ ମନ୍ତ୍ରିପରିଷଦ ଓ ମନ୍ତ୍ରିମଣ୍ଡଳ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅପରାହ୍ନ ସାଢ଼େ ୫ଟାରେ ମନ୍ତ୍ରିପରିଷଦ ବୈଠକ ବସି ୨୦୨୧-୨୨ ଆର୍ଥିକ ବର୍ଷର ଚିଠା ବଜେଟକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି । ମନ୍ତ୍ରିପରିଷଦ ବୈଠକର ଠିକ୍ ପରେ କ୍ୟାବିନେଟ ବୈଠକ ବସିବ । କ୍ୟାବିନେଟ ବୈଠକରେ ମୋଟ ୬ଟି ଏଜେଣ୍ଡା ରହିଛି ।
ସୂଚନାଯୋଗ୍ୟ, ବିଧାନସଭାର ବଜେଟ୍ ଅଧିବେଶନ ଫେବୃୟାରୀ ୧୮ରୁ ଆରମ୍ଭ ହେବ ଓ ୨୨ରେ ବଜେଟ୍ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version