Latest

ଏପ୍ରିଲରେ ବେକାବୁ ହେଲାଣି ମହାମାରୀ

Posted on

ଭୁବନେଶ୍ୱର, (ଓଡ଼ିଶା ୱେୟାର):ଏପ୍ରିଲ୍‌ରେ ବେକାବୁ ହେଲାଣି ମହାମାରୀ। ପ୍ରତିଦିନ ରାଜ୍ୟରେ ନୂଆ ନୂଆ ରେକର୍ଡ କରୁଛି କରୋନା । ଗତକାଲି ରାଜ୍ୟରେ ୧୭୪୧ ଆକ୍ରାନ୍ତ ଚିହ୍ନଟ ହେବା ପରେ କେବଳ ଏପ୍ରିଲ୍‌ରେ ପଜିଟିଭ୍ ସଂଖ୍ୟା ୧୦ ହଜାର ଟପିଯାଇଛି । ଆଗାମୀ କିଛି ମାସରେ ଦୈନିକ ସଂକ୍ରମଣ ରାଜ୍ୟରେ ୧୦ ହଜାରକୁ ପହଞ୍ଚିପାରେ ବୋଲି ଆକଳନ କରିଛନ୍ତି ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ।

ଦ୍ୱିତୀୟ ପର‌୍ୟ୍ୟାୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ହେଲେ ମୃତକଙ୍କ ସଂଖ୍ୟା ବଢ଼ିନି । ଦ୍ୱିତୀୟ ଲହରିରେ ସଂକ୍ରମଣ ନିଜ ଲକ୍ଷଣ ବଦଳାଇଥିବା ସୂଚନା ଦେଇଛନ୍ତି ଡାକ୍ତର ଅଶୋକ ମହାପାତ୍ର ।

Leave a Reply

Your email address will not be published. Required fields are marked *

Most Popular

Exit mobile version