Latest

କଟକ ଓ ଗଜପତି ଜିଲ୍ଲାପାଳଙ୍କୁ କରୋନା

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ବ୍ରିଟେନ ଫେରନ୍ତା ୫୯ଜଣଙ୍କ ସର୍ଭେଲାନ୍ସ ଓ କଣ୍ଟ୍ରାକ୍ଟ ଟ୍ରେସିଂ କାର୍ଯ୍ୟ ଜୋରଦାର ଚାଲିଥିବାବେଳେ କଟକ ଓ ଗଜପତି ଜିଲ୍ଲାପାଳ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।
କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଓ ଗଜପତି ଜିଲ୍ଲାପାଳ ଅନୁପମ ଶାହା କରୋନା ପଜେଟିଭ ଚିହ୍ନଟ ହୋଇ ଏବେ ଚିକିତ୍ସିତ ହେଉଛନ୍ତି । ଗଜପତି ଜିଲ୍ଲାପାଳ ଆଇଏଏସ୍ ଶ୍ରୀ ଶାହା ଏବେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ କଟକ ଜିଲ୍ଲାପାଳ ଶ୍ରୀ ଚଇନି ହୋମ୍ କ୍ୱାରେଣ୍ଟାଇନରେ ରହିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version