Latest

କରୋନାର ଭୟଙ୍କର କାହାଣୀ ବଖାଣିଲେ ଫତିମା

Posted on

ମୁମ୍ବାଇ: ଦେଶରେ ଜାରି ରହିଛି କରୋନାର ଦ୍ୱିତୀୟ ଲହରି। ଏହି କିଲର ଭାଇରସରେ କବଳରେ ଏବେ ବଲିଉଡର ଅନେକ ବଡ ବଡ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ପଡିଛନ୍ତି । ନିକଟରେ ବଲିଉଡ ଅଭିନେତ୍ରୀ ତଥା ଦଙ୍ଗଲ ଗାର୍ଲ ଫାତିମା ସନା ଶେଖ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଏବେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ତେବେ ମହାମାରୀର ଆକ୍ରାନ୍ତ ହେବା ପରେ ସେ ଏହାର ଭୟଙ୍କର ଅନୁଭୂତି ବଖାଣିଛନ୍ତି।

କରୋନା ଯୋଗୁଁ ସେ ନିଜ ଶୁଙ୍ଘିବା ଓ ସ୍ୱାଦ ଚାଖିବା ଶକ୍ତି ହରାଇଛନ୍ତି। ଏଥିସହ ସେ ତାଙ୍କ ପୁରା ଶରୀରରେ ଭୟଙ୍କର ଯନ୍ତ୍ରଣା ଅନୁଭବ କରୁଥିବା ନେଇ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ସେଆର କରି କହିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version