Latest

ଟୋକିଓ ଅଲମ୍ପିକ୍ସ: ରବି ଦହିଆ ଆଣିଲେ ରୌପ୍ୟ

Posted on

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ କୁସ୍ତିରେ ବି ମଉଳିଲା ଗୋଲ୍ଡ ମେଡାଲ ଆଶା। ଭାରତକୁ ମିଳିଲା ଆଉ ଏକ ରୌପ୍ୟ। ପୁରୁଷ ୫୭ କେଜି ପ୍ରିଷ୍ଟାଇଲ କୁସ୍ତିରେ ଋଷିଆର ଜଉର୍ ଉଗେଭ୍ ଙ୍କ ଠାରୁ ହାରି ରୌପ୍ୟରେ ଅଟକିଲେ ଭାରତୀୟ କୁସ୍ତି ଯୋଦ୍ଧା ରବି ଦହିଆ। ୫୭ କେଜି ଫ୍ରି ଷ୍ଟାଇଲ୍‌ରେ ଦମଦାର ଖେଳ ପ୍ରଦର୍ଶନ କରି ପରାସ୍ତ ହୋଇଛନ୍ତି ରବି ଦହିୟା । ରବି ଦହିୟା ରୌପ୍ୟ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version