Latest

ଫୁଟବଲ ଆସୋସିଏଶନ ଅଫ ଓଡ଼ିଶାନୂଆ ସଭାପତି ହେଲେ ସମୀର ଦେ

Posted on

ବିଜେପି ନେତା ସମୀର ଦେ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା (ଫାଓର) ନୂଆ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ବିଜେଡି ନେତା ଦେବାଶିଷ ସାମନ୍ତରାୟ ସଭାପତି ଥିଲେ। ହେଲେ ସେ ଇସ୍ତଫା ଦେବା ପରେ ସମୀର ଦେଙ୍କୁ ସଭାପତି କରାଯାଇଛି। ସେହିପରି ଆଶୀର୍ବାଦ ବେହେରାଙ୍କୁ ଫାଓର ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ଆସନ୍ତା ୨୧ରେ ଫାଓର ନିର୍ବାଚନ ଥିଲା। ହେଲେ ନିର୍ବାଚନର ବହୁ ପୂର୍ବରୁ ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version