ରାଜ୍ୟ

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବଦ୍ରି ପାତ୍ରଙ୍କ ଖୋଲା ଚ୍ୟାଲେଞ୍ଜ

Posted on

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିଧାୟକ ବଦ୍ରିନାରାୟଣ ପାତ୍ର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଶ୍ରୀ ସାମଲଙ୍କୁ କଡ଼ା ସମାଲୋଚନା କରିବା ସହ କଯଦି ତାକତ ଅଛି ତେବେ ବିଜେଡି ଖାଲି କରିକି ଦେଖାଅ ବୋଲି କହିଛନ୍ତି। ଖାଲିରେ ବୟାନବାଜି କରି କିଛି ଲାଭ ନାହିଁ। କିଏ କଣ କହିଲେ କାହା ମୁହଁରେ ହାତ ଦେଇ ହେବନି କି କାହା ମୁହଁ ବନ୍ଦ କରିହେବନି ବିଜେଡି ବିଧାୟକ ଶ୍ରୀ ପାତ୍ର କହିଛନ୍ତି ବୋଲି କହିଛନ୍ତି। କେଉଁ ପ୍ରସଙ୍ଗରେ କି ସାହସରେ ଭାରତ ବର୍ଷର ଏକ ବଡ ଆଞ୍ଚଳିକ ଦଳ ବୋଲି ବିଜେପି ରାଜ୍ୟ ସଭାପତି ହିଲେ । ଏ ଭାଡ଼ି ଖାଲି କରିବାର ତାକତ ଅଛି କି ବୋଲି ଶ୍ରୀ ପାତ୍ର ପଚାରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version