ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ଫେଡେରେସନ୍ (ଓମଫେଡ୍) ଖୁବ୍ଶୀଘ୍ର ରାଜଧାନୀରେ ନିଜର ଭେଣ୍ଡିଂ ମେସିନ୍ ଆରମ୍ଭ କରିବାକୁ ଯାଉଛି । ଯାହା ଗ୍ରାହକଙ୍କୁ ଡିଜିଟାଲ୍ ପେମେଣ୍ଟ ପଦ୍ଧତି ମାଧ୍ୟମରେ ଏହାର ଉତ୍ପାଦ କ୍ରୟ କରିବାକୁ ଅନୁମତି ଦେବ ବୋଲି ସୂଚନା ଦେଇଛନ୍ତି ଓମଫେଡ୍ ଏମ୍ଡି ବିଜୟ ଅମୃତା କୁଲାଙ୍ଗେ । ସେ କହିଛନ୍ତି ପ୍ରାଥମିକ ପର୍ଯ୍ୟାୟରେ ଜନପଥରେ ଭେଣ୍ଡିଂ ମେସିନ୍ ବସାଇବା ଯୋଜନା ହୋଇଛି । ପରେ ୨୦ଟି ଭେଣ୍ଡି ମେସିନ୍ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଆରମ୍ଭ କରାଯିବ ।
ଆଇଏଏସ୍ ସୁଜାତାଙ୍କ ଛୁଟି ଆବେଦନ ଅଗ୍ରାହ୍ୟ, ଆଉ ୬ମାସ ଛୁଟି ମାଗିଥିଲେ
ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ଶକ୍ତ ଝଟକା । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ମେ’ ୩୧ରୁ ୬ମାସ ଛୁଟିରେ ଯାଇଥିବା...