ରାଜ୍ୟ

ଶାଳପତ୍ର ଉପରୁ ଶତପ୍ରତିଶତ ରୟାଲଟି ଛାଡ଼ କଲେ ମୁଖ୍ୟମନ୍ତ୍ରୀ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଶାଳପତ୍ର ଉପରେ ଥିବା ରୟାଲଟି ସମ୍ପୂର୍ଣ୍ଣ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଶାଳପତ୍ର ଉପରେ କ୍ୱିଣ୍ଟାଲ ପିଛା ୮୬ଟଙ୍କା ଲେଖାଏ ରୟାଲଟି ଆଦାୟ ହେଉଛି। ରୟାଲଟି ଛାଡ଼ ହେବା ଦ୍ୱାରା ରାଜ୍ୟର ୨୫ଲକ୍ଷ ଲୋକ ଉପକୃତ ହେବେ। ସୂଚନାଯୋଗ୍ୟ ଶାଳପତ୍ର ହେଉଛି ଏକ ଲଘୁ ବନଜାତ ଦ୍ରବ୍ୟ। ଜନଜାତି ବର୍ଗର ଲୋକମାନେ ଶାଳପତ୍ର ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version