Latest

ପ୍ରକାଶ ପାଇଛି ବିଜେପିର ୧୧୨ ବିଧାନସଭା ପ୍ରାର୍ଥୀ ତାଲିକା

Posted on

ପ୍ରକାଶ ପାଇଛି ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା। ଚାନ୍ଦବାଲିରୁ ଲଢ଼ିବେ ରାଜ୍ୟ ସଭାପତି ମନମୋହନ ସାମଲ। ସମ୍ବଲପୁରରୁ ପୁଣି ଲଢ଼ିବେ ଜୟନାରାୟଣ ମିଶ୍ର। ପାଟଣାଗଡ଼ରୁ ପ୍ରାର୍ଥୀ ହେଲେ କନକ ବର୍ଦ୍ଧନ ସିଂହଦେଓ। ଭବାନୀପାଟଣାରୁ ପୁଣି ପ୍ରାର୍ଥୀ ହେଲେ ପ୍ରଦୀପ୍ତ ନାଏକ।

ତଳସରା- ଭବାନୀଶଙ୍କର ଭୋଇ, ସୁନ୍ଦରଗଡ଼- କୁସୁମ ଟେଟେ, ବୀରମିତ୍ରପୁର- ଶଙ୍କର ଓରାମ, ରଘୁନାଥପାଲୀ- ଦୁର୍ଗା ଚରଣ ତନ୍ତୀ,ରାଜଗାଙ୍ଗପୁର- ନରସିଂହ ମିଞ୍ଜ, ବଣାଇ- ସେବତୀ ନାଏକ, କୁଚିଣ୍ଡା- ରବି ନାରାୟଣ ନାଏକ, ରେଙ୍ଗାଲି- ନାଉରୀ ନାଏକ,ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର, ଦେବଗଡ଼- ସୁବାସ ପାଣିଗ୍ରାହୀ, ଆନନ୍ଦପୁର- ଆଲୋକ ସେଠୀ, କେନ୍ଦୁଝର- ମୋହନ ମାଝୀ,ଯଶୀପୁର- ଗଣେଶରାମ ସିଂଖୁଣ୍ଟିଆ,ଉଦଳା- ଭାସ୍କର ମଢ଼େଇ,ବଡ଼ସାହି- ସନାତନ ବିଜୁଳି, ବାରିପଦା- ପ୍ରକାଶ ସୋରେନ, ମୋରଡ଼ା- କୃଷ୍ଣଚନ୍ଦ୍ର ମହାପାତ୍ର, ଜଳେଶ୍ବର- ବ୍ରଜ ପ୍ରଧାନ, ବାଲେଶ୍ବର- ମାନସ ଦତ୍ତ, ରେମୁଣା- ଗୋବିନ୍ଦ ଦାସ, ସୋର- ରାଜେନ୍ଦ୍ର ଦାସ, ସିମୁଳିଆ- ପଦ୍ମଲୋଚନ ପଣ୍ଡା, ଭଦ୍ରକ- ସୀତାଂଶୁ ଶେଖର ମହାପାତ୍ର, ଧାମନଗର- ସୂର୍ଯ୍ୟବଂଶୀ ସୂରଜ, ବିଂଝାରପୁର- ବବିତା ମଲ୍ଲିକ, ବଡ଼ଚଣା- ଅମର ନାୟକ, ଧର୍ମଶାଳା- ସ୍ମୃତିରେଖା ପହି, ଯାଜପୁର- ଗୌତମ ରାୟ, କୋରେଇ- ଆକାଶ ଦାସ ନାୟକ, ସୁକିନ୍ଦା- ପ୍ରଦୀପ ବଳସାମନ୍ତ, ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର, କାମାକ୍ଷାନଗର- ଶତୃଘ୍ନ ଜେନା, ପରଜଙ୍ଗ- ବିଭୁତି ଭୂଷଣ ପ୍ରଧାନ, ପାଲଲହଡ଼ା- ଅଶୋକ ମହାନ୍ତି, ତାଳଚେର- କାଳିନ୍ଦୀ ସାମଲ, ଛେଣ୍ଡିପଦା- ଅଗସ୍ତୀ ବେହେରା, ଆଠମଲ୍ଲିକ- ସଂଜୀବ ସାହୁ, ବୀରମହାରାଜପୁର- ରଘୁନାଥ ଜଗଦଳା, ସୋନପୁର- ପ୍ରମୋଦ ମହାପାତ୍ର, ଲୋଇସିଂହା- ମୁକେଶ ମହାଲିଙ୍ଗ, ବଲାଙ୍ଗିର- ଗୋପାଳଜୀ ପାଣିଗ୍ରାହୀ, ଟିଟିଲାଗଡ଼- ନବୀନ ଜୈନ, କଣ୍ଟାବାଂଜି- ଲକ୍ଷ୍ମଣ ବାଗ, ନୂଆପଡ଼ା- ଅଭିନନ୍ଦନ ପଣ୍ଡା, ଖଡ଼ିଆଳ- ହିତେଶ ବଗର୍ତ୍ତୀ, ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର- ଗୌରୀଶଙ୍କର ମାଝୀ, ଲାଞ୍ଜିଗଡ଼- ରମେଶ ମାଝୀ, ଜୁନାଗଡ଼- ମନୋଜ ମେହେର, ଧର୍ମଗଡ଼- ସୁଧୀର ପାଟ୍ଟଯୋଶୀ, ନର୍ଲା- ଅନିରୁଦ୍ଧ ପ୍ରଧାନ, ବାଲିଗୁଡ଼ା- କଳ୍ପନା କହଁର, ଜି.ଉଦୟଗିରି- ମାନଗୋବିନ୍ଦ ପ୍ରଧାନ, ଫୁଲବାଣୀ- ଉମାଚରଣ ମଲ୍ଲିକ, କଣ୍ଟାମାଳ- କହ୍ନେଇ ଚରଣ ଡାଙ୍ଗ, ବୌଦ୍ଧ- ସରୋଜ ପ୍ରଧାନ, ବଡ଼ମ୍ବା- ସମ୍ବିତ ତ୍ରିପାଠୀ, ବାଙ୍କୀ- ତୁଷାରକାନ୍ତ ଚକ୍ରବର୍ତ୍ତୀ, ଆଠଗଡ଼- ଅଭୟ ବାରିକ, ଚୌଦ୍ବାର- ନୟନ କିଶୋର ମହାନ୍ତି, ନିଆଳି- ଛବି ମଲ୍ଲିକ, କଟକ ସଦର- ପ୍ରକାଶ ସେଠୀ

Leave a Reply

Your email address will not be published. Required fields are marked *

Most Popular

Exit mobile version