Latest
ଆସିଲା ବିଜେପିର ବିଧାୟକ ପ୍ରାର୍ଥୀ ତାଲିକା
ଆସିଲା ବିଜେପିର ଆଉ ଏକ ବିଧାୟକ ପ୍ରାର୍ଥୀ ତାଲିକା । ରାଉରକେଲାରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ । ସାରସକଣାରୁ ମିଳିଛି ଭାଦବ ହାଂସଦାଙ୍କୁ ଟିକେଟ୍ । ସେହିପରି
ପାଟଣା- ଅଖିଲ ଚନ୍ଦ୍ର ନାୟକ
ରାଇରଙ୍ଗପୁର- ଜୋଲେନ ବରଦା,
ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ
କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ
ଝରିଗାଁ- ନରସିଂହ ଭତ୍ରା
ଡାବୁଗାଁ- ସୋମନାଥ ପୂଜାରୀ
ରାଜନଗର- ଲଳିତ ବେହେରା
ବାଲିକୁଦା-ଏରସମା- ସତ୍ୟସାରଥି ମହାନ୍ତି
ଜଗତସିଂହପୁର- ଅମରେନ୍ଦ୍ର ଦାଶ
କାକଟପୁର- ବାଇଧର ମଲ୍ଲିକ
ରଣପୁର- ସୁରମା ପାଢ଼ୀ
ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ