Latest

ସାଇବର ଅପରାଧ କମିବ

Posted on

ଭୁବନେଶ୍ୱର,(ଓଡ଼ିଶା ୱେୟାର) : ରାଜ୍ଯରେ ୧୪ ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଭର୍ଚୁଅ।ଲ ଉଦ୍ଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଇମ୍ଫୋଭ୍ଯାଲି ଓ ପାହାଳରେ ନୂଆ ଥାନା ଖୋଲିଥିବା ବେଳେ କଟକ ଇଉପିଡ଼ିରେ ସଦର ଥାନା ଅଧୀନରେ ଏକ ନୂଆ ଥାନା ବି ଉଦ୍ଘାଟନ ହୋଇଛି ଫଳରେ ଏଣିକି ସାଇବର ଅପରାଧୀଙ୍କ ଉପରେ ରହିବ କଡା ନଜର ଏହା ସହ ଅନ୍ଯ ୩ଟି ଉନ୍ନତି ଥାନାର ମଧ୍ୟ ଶୁଭାରମ୍ଭ କରିବେ ମୁଖ୍ଯମନ୍ତ୍ରୀ ଥାନାରେ ୧୫୪ ପୋଲିସ କର୍ମଚାରୀ ଓ ୯୦ଜଣ ବିଶେଷଜ୍ଞ ନିୟୋଜିତ ହେବେ ସମ୍ବଲପୁର, ରାଉରକେଲା ଓ ହ୍ମପୁରରେ କାର୍ଯ୍ଯ କରୁଥିବା ୩ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଏହି ନୂଆ ବ୍ଯବସ୍ଥା ସହ ମିଶିଯିବ ଥାନା ନିଯୁକ୍ତି ପାଇଁ ପୋଲିସ ବିଭାଗରେ ୧୫୪ଟି ପଦବୀ ସୃଷ୍ଟି ହେବ ସାଇବାର ଅପରାଧର ଶିକାର ହୋଇଥିବା ଲୋକମାନେ ଯେପରି ଉପଯୁକ୍ତ ନ୍ଯାୟ ପାଇପାରିବେ, ତାକୁ ଦୃଷ୍ଟିରେ ରଖି ରାଜ୍ଯର ବିଭିନ୍ନ ଅଞ୍ଚଳରେ ୧୪ଟି ସ୍ବତନ୍ତ୍ର ଥାନା କାର୍ଯ୍ଯ କରିବ ।

Leave a Reply

Your email address will not be published. Required fields are marked *

Most Popular

Exit mobile version