Latest

ଅଦା ମିଶା କ୍ଷୀର ପିଅନ୍ତୁ, ବିଭିନ୍ନ ରୋଗରୁ ମୁକ୍ତି ପାଅ।ନ୍ତୁ

Posted on

ଏବେ କୋହାଲା ପାଗକୁ ଶୀତ ମଧ୍ୟ ଜାରି ରହିଛି। ତେଣୁ ଶରୀର ସବୁବେଳେ ପ୍ରାୟତଃ ଥଣ୍ଡା ରହିଥାଏ ଏହି ଥଣ୍ଡାରୁ ମୁକ୍ତି ପାଇବା ପାଇଁ ଅ।ମକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ନଚେତ୍ ଥଣ୍ଡା ଜନିତ ସମସ୍ଯାରୁ କରୋନା ମଧ୍ୟ ହୋଇପାରେ । ତେଣୁ ଥଣ୍ଡା ଦିନେ ଅ।ମକୁ ସତର୍କ ରହିବାକୁ ପଡ଼ିବ। ଏହି ସମୟରେ ଅଦାକୁ ନିହାତି ଭବେ ବ୍ଯବହାର କରନ୍ତୁ । ଅଦା ଖାଇଲେ ଶରୀରକୁ ଗରମ ରଖେ ଏବଂ ଥଣ୍ଡା, କାଶ, ଭାଇରାଲ, ଅ।ଦିରୁ ମୁକ୍ତି ମିଳେ ଅ।ପଣ ଯେ କୌଣସି ଉପାୟରେ ଅଦାକୁ ସେବନ କରିପାରିବେ ଯଥା ଅଦ।କୁ କ୍ଷୀର ସହ ସେବନ କରିବା ସବୁଠୁ ଭଲ । ତେବେ ଅ।ସନ୍ତୁ ଜାଣିବା ଅଦା ଓ କ୍ଷୀରକୁ ଏକାଠି ସେବନ କଲେ କି କି ପ୍ରକାର ଫାଇଦା ମିଳିବ ।

ଇମ୍ୟୁନିଟି ବଢ଼େ:
ଅଦା ସହିତ କ୍ଷୀର ମିଶାଇ ପିଇଲେ ଏଥତ୍ରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏହାଦ୍ୱାରା ଇମ୍ୟୁନିଟି ବଢ଼େ ଅ।ପଣମାନେ ନିୟମିତ ଅଦା ମିଶା କ୍ଷୀର ସେବନ କଲେ ଥଣ୍ଡା, କାଶ ଭଳି ରୋଗ ଦୂର ହୋଇପାରିବ।

ପେଟ ସମସ୍ଯା:
ଯାହାର ପେଟ ସମସ୍ଯା ଅଛି ତେବେ ଅଦା ମିଶା କ୍ଷୀର ପିଇବା ନିହାତି ଅ।ବଶ୍ଯକ ଅଦାରେ ଭରପୂର ଫାଇଭର ରହିଥାଏ, ଯାହାଦ୍ୱାରା ମଳ ସହଜରେ ସଫା ହୋଇପାରିବ । ଅଦା ଖାଇବା ଦ୍ୱାରା ପାଚନ କ୍ରିୟା ମଧ୍ୟ ତ୍ୱରାନ୍ବତ ହୋଇଥାଏ।

ଗଳା ସଂକ୍ରମଣ ମୁକ୍ତି ମିଳିବ:
ଅଦା ମିଶା କ୍ଷୀର ନିୟମିତ ପିଇଲେ ଗଳା ସଂକ୍ରମଣରୁ ଅ।ପଣମାନ ରକ୍ଷା ପାଇପାରିବେ କାଶ, କଫ, ତଣ୍ଟି ଦରଜ, ତଣ୍ଟି ଗତଗତ ସମସ୍ଯାରୁ ମୁକ୍ତି ପାଇପାରିବେ ଅଦାରେ ଅାଣ୍ଟି ବ୍ଯାରେଇା ରହିଥିବାରୁ ଏହି ସମସ୍ଯାରୁ ଶୀଘ୍ର ମୁକ୍ତି ପାଇବେ ତେବେ ଅ।ମେ ରାତିରେ ଶୋଇବାକୁ ଯିବା ପୂର୍ବରୁ ଅଦାମିଶା କ୍ଷୀର ପିଇବା ଭଲ ।

ଅଷ୍ଟିଓପୋରୋସିସ୍ ସମସ୍ଯା:
ଅଦା ମିଶା କ୍ଷୀର ସେବନ କଲେ ଅଷ୍ଟିଓପୋରାସିସ୍ ସମସ୍ଯାରୁ ମୁକ୍ତି ମିଳିଥାଏ । ଅଦାରେ ଆଣ୍ଟି ଇନ୍ଫେମେଟୋରୀ ଗୁଣ ରହିଥାଏ। ଯାହା ଦ୍ୱାରା ଅଷ୍ଟିଓପୋରୋସିସ୍ ସମସ୍ଯା ଦୂର ହୁଏ ।ଅଦାରେ କ୍ଷୀର ମିଶାଇ ପିଇବା ଦ୍ୱାରା ଶରୀରକୁ କ୍ଯାଲସିୟମ୍ ଓ ପୋଟାସିୟମ୍ ମିଳେ, ଯାହା ଦ୍ୱାରା ହାଡ଼ ମଜଭୁତ ହୁଏ।

Leave a Reply

Your email address will not be published. Required fields are marked *

Most Popular

Exit mobile version