Latest

କରୋନାରୁ ଆରୋଗ୍ୟ ହେଲେ ୨୯୩୭

Posted on

ଭୁବନେଶ୍ୱର, ଓଡ଼ିଶା ୱେୟାର):
ମହାମାରୀ କରୋନାରୁ ୨୯୩୭ ଜଣ ଆରୋଗ୍ୟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୧୫୪୦୦ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
ମହାମାରୀ କରୋନାରୁ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୫୨ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୪୬୦, ଯାଜପୁରରୁ ୨୧୫, ବାଲେଶ୍ୱରରୁ ୨୦୬, ପୁରୀରୁ ୧୬୦, ଭଦ୍ରକରୁ ୧୫୮, ମୟୂରଭଞ୍ଜରୁ ୧୫୭, କେନ୍ଦ୍ରାପଡ଼ାରୁ ୧୧୫, ନୟାଗଡ଼ରୁ ୧୧୫, ଜଗତସିଂହପୁର ୧୦୬, ଅନୁଗୋଳରୁ ୮୬, ଢେଙ୍କାନାଳରୁ ୮୪, କୋରାପୁଟରୁ ୭୩, ସୁନ୍ଦରଗଡ଼ରୁ ୪୮, ମାଲକାନଗିରିରୁ ୪୫, କେନ୍ଦୁଝରରୁ ୩୮, ସମ୍ୱଲପୁରରୁ ୩୨, ବଲାଙ୍ଗିରିରୁ ୨୮, ନବରଙ୍ଗପୁରରୁ୨୪, ରାୟଗଡ଼ାରୁ ୨୪, କଳାହାଣ୍ଡିରୁ ୨୧, ଝାରସୁଗୁଡ଼ାରୁ୧୬, ବରଗଡ଼ରୁ ୧୫, ସୋନପୁରରୁ ୧୩, କନ୍ଧମାଳରୁ୧୨, ଦେବଗଡ଼ରୁ୯, ଗଜପତିରୁ ୯, ବୌଦ୍ଧରୁ ୫, ଗଞ୍ଜାମରୁ୫, ନୂଆପଡ଼ାରୁ ୫ ଓ ଷ୍ଟେଟ୍‌ପୁଲରୁ ୧୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version