Latest

ଦିନିକିଆ ନୂଆପଡ଼ା ଗସ୍ତ ପୋଲିସ DG ଅଭୟ

Posted on

ନୂଆପଡ଼ା,(ଓଡ଼ିଶା ୱେୟାର) : ପୋଲିସ DG ଅଭୟଙ୍କ ଦିନିକିଆ ନୂଆପଡ଼ା ଗସ୍ତ। ଜିଲ୍ଲାରେ ମାଓ ସ୍ଥିତି ନେଇ ସମୀକ୍ଷା କରିବେ ଡିଜିପି। ସୁନାବେଡ଼ା ଅଭୟାରଣ୍ୟ ଗସ୍ତରେ ଯିବେ DGP। ସୁନାବେଡ଼ାରେ ଥିବା CRPF କ୍ୟାମ୍ପ ପରିଦର୍ଶନ କରିବେ। ମାଓ ମୁକାବିଲା କ୍ଷେତ୍ରରେ ଓଡ଼ିଶା ବିଗତ ଦିନରେ ସଫଳତା ସହ କରିଛି।
ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନୀତି ଭଲ ରହିଛି । ସେଥିପାଇଁ ବହୁ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି। ବୌଦ୍ଧ ଗସ୍ତରେ ଯାଇ ଗଞ୍ଜେଇ ଚାଲାଣ ନେଇ ସମୀକ୍ଷା କରିବେ ପୋଲିସ ଡିଜି।

Leave a Reply

Your email address will not be published. Required fields are marked *

Most Popular

Exit mobile version