Latest

‘ଓଟିଟି’ ମଞ୍ଚରେ ଖୁବ୍‌ଶୀଘ୍ର ଡେବ୍ୟୁ କରିବେ ସାହିଦ୍‌

Posted on

ମୁମ୍ବାଇ: ସାହିଦ କପୁର ଙ୍କ ଆକ୍ଟିଂ, ଡ୍ୟାନ୍ସ ଓ ଆକ୍ସନ ସମସ୍ତଙ୍କୁ କରେ ଘାଇଲା । ପିଲ୍ମ ଏବଂ ଅସଲ ଜୀବନରେ ବିନ୍ଦାସ ରହୁଥିବା ସହିଦ ଏବେ କିନ୍ତୁ ଭୟ କରୁଛନ୍ତି । ତେବେ ତାଙ୍କ ଭୟ କରିବାର କାରଣ କୌଣସି ଭୂତ କିମ୍ବା ପ୍ରେତ ନୁହେଁ, ତାଙ୍କ ଭୟର କାରଣ ହେଉଛି ଓଟିଟି ।
‘ଓଟିଟି’ ମଞ୍ଚରେ ଖୁବଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି ସାହିଦ । ତେବେ ଏହା ପୂର୍ବରୁ ଏହି ଅଭିନେତା ଜଣକ ଟିକେ ଭୟଭିତ ହୋଇପଡିଛନ୍ତି । ସେ କହିଛନ୍ତି, ଫିଲ୍ମରେ ତାଙ୍କୁ ଯେଉଁଭଳି ସଫଳତା ମିଳିଛି ଓଟିଟି ମଂଚରେ ସେହିଭଳି ମିଳିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ । ଏଥିପାଇଁ ଡିଜିଟାଲ ଦୁନିଆରେ ଡେବ୍ୟୁ କରିବାକୁ ନେଇ ସେ ଟିକେ ନର୍ଭସ ହେଉଛନ୍ତି । ତାଙ୍କୁ ବାସ୍ତବରେ ଲାଗୁଛି ଯେ, ଯେଉଁ ଅଭିନେତାମାନଙ୍କୁ ବଡ ପରଦାରେ ସଫଳତା ମିଳିଛି, କ’ଣ ଡିଜିଟାଲ ଦୁନିଆରେ ସେହିଭଳି ସଫଳତା ମିଳିପାରିବ କି?’

Leave a Reply

Your email address will not be published. Required fields are marked *

Most Popular

Exit mobile version