Latest

ବିଚାରବିଭାଗୀୟ ହାଜତକୁ ଗଲେ ରୋଜଭ୍ୟାଲି ଓଡିଶା ହେଡ୍‌

Posted on

ଭୁବନେଶ୍ବର ,(ଓଡ଼ିଶା ୱେୟାର) : ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ଗଲେ ରୋଜଭ୍ୟାଲି ଓଡିଶା ହେଡ୍ । ପଶ୍ଚିମବଙ୍ଗର ମଇନାରୁ ରୋଜଭ୍ୟାଲି ଓଡିଶା ହେଡ୍ ବିକ୍ରମଜିତ୍ ଭୌମିକକୁ EOW ଗିରଫ କରିବା ପରେ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା ।
ଜମାକାରୀଙ୍କୁ ଅଧିକ ଲାଭ ଦେବାର ଲୋଭ ଦେଖାଇ ରୋଜଭ୍ୟାଲି ୬ କୋଟି ଟଙ୍କା ଠକିଥିବା ନେଇ EOWରେ ଅଭିଯୋଗ ହୋଇଥିଲା। ୨୦୧୩ରୁ ବିକ୍ରମଜିତ୍ ଫେରାର ଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version