Latest

ବିଧାନସଭା ପାଇଁ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ ତାଲିକା

Posted on

ବିଧାନସଭା ପାଇଁ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ ତାଲିକା । ୪ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ମାହାଙ୍ଗା, ସତ୍ୟବାଦୀ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ ।ମାହାଙ୍ଗାରୁ ଲଢିବେ ଦେବେନ୍ଦ୍ର କୁମାର ସାହୁସତ୍ୟବାଦୀରୁ ନିର୍ବାଚନ ଲଢିବେ ମନୋଜ ରଥଭୁବନେଶ୍ୱର ମଧ୍ୟରୁ ନିର୍ବାଚନ ଲଢିବେ ପ୍ରକାଶ ଚନ୍ଦ୍ର ଜେନାଭୁବନେଶ୍ୱର ଉତ୍ତର ପ୍ରାର୍ଥୀ ହେଲେ ଅଶୋକ କୁମାର ଦାସ

Leave a Reply

Your email address will not be published. Required fields are marked *

Most Popular

Exit mobile version