Latest

ରଥ ଉପରେ ଛେରା ପହଁରା କଲେ ଗଜପତି ମହାରାଜା

Posted on

ଆରମ୍ଭ ହେଲା ମହାପ୍ରଭୁଙ୍କ ଛେରାପହଁରା ନୀତି। ରଥରେ ଚନ୍ଦନ ଜଳ ସିଞ୍ଚନ କରି ଛେରାପହଁରା କଲେ ଗଜପତି ମହାରାଜା। ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ। ଆଳତୀ କରି ମହାପ୍ରଭୁଙ୍କ ସାନ୍ନିଧ୍ୟ ନେଲେ ଗଜପତି। ପ୍ରଥମେ ଛେରାପହଁରା ନୀତି ପରେ ଖୋଲା ହୁଏ ଚାର ମାଳ। ତାଳଧ୍ୱଜ ରଥରେ ଚାଲିଛି ଛେରାପହଁରା ନୀତି। ଗଜପତି ହେଉଛନ୍ତି ଆଦ୍ୟ ସେବକ ବା ପ୍ରଧାନ ସେବକ। ଏହାପରେ ମା’ ସୁଭଦ୍ରା ଓ ଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଛେରାପହଁରା କରାଯିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version