Latest

ଆସିଲା କେନ୍ଦ୍ର ମନ୍ତ୍ରୀ ମଣ୍ତଳ ତାଲିକା: ଜାଣନ୍ତୁ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ

Posted on

ଜିତେନ୍ଦ୍ର ସିଂ-ଆର୍ଥ ସାଇନ୍ସ (ସ୍ବାଧୀନ ଦାୟିତ୍ବ), ପିଏମଓ, କର୍ମଚାରୀ ମନ୍ତ୍ରଣାଳୟ, ଜନ ଅଭିଯୋଗ ଏବଂ ପେନସନ୍

ପ୍ରତାପ ଯାଦବ- ଆୟୁଷ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (ସ୍ବାଧୀନ ଦାୟିତ୍ବ)

ଜୟନ୍ତ ଚୌଧୁରୀ – ଶିକ୍ଷା ମନ୍ତ୍ରୀ, ଦକ୍ଷତା ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ (ସ୍ୱାଧୀନ ଦାୟିତ୍ବ)

ଶାନ୍ତାନି ଠାକୁର – ବନ୍ଦର ପରିବହନ ପାଇଁ ରାଜ୍ୟ ମନ୍ତ୍ରୀ

ସିଆର ପାଟିଲ୍ – ଜଳ ଶକ୍ତି ମନ୍ତ୍ରୀ

ଭୁପେନ୍ଦ୍ର ଯାଦବ – ପରିବେଶ ମନ୍ତ୍ରୀ

ଅନ୍ନପୂର୍ଣ୍ଣା ଦେବୀ – ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ରାବଣ ବିଟୁ- ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ

ତୋଖାନ୍ ସାହୁ – ନଗର ଉନ୍ନୟନ ମନ୍ତ୍ରୀ

ପ୍ରହ୍ଲାଦ ଯୋଶୀ – ଗ୍ରାହକ ବ୍ୟାପାର ମନ୍ତ୍ରୀ

ହରଦୀପ୍ ସିଂ ପୁରୀ – ପେଟ୍ରୋଲିୟମ ମନ୍ତ୍ରୀ

ଏଚଡି କୁମାର ସ୍ୱାମୀ – ଭାରୀ ଶିଳ୍ପ ଏବଂ ଇସ୍ପାତ ମନ୍ତ୍ରଣାଳୟ

ଜ୍ୟୋତିରାଦିତ୍ୟ ସିନ୍ଧିଆ – ଟେଲିକମ୍, ଉତ୍ତର ପୂର୍ବ ବିକାଶ ମନ୍ତ୍ରୀ

ଗିରିରାଜ ସିଂ- ଟେକ୍ସଟାଇଲ୍

ଅର୍ଜୁନ ରାମ ମେଘୱାଲ – ଆଇନ ମନ୍ତ୍ରୀ

ମାନସୁଖ ମାଣ୍ଡବ୍ୟ – ଶ୍ରମ ମନ୍ତ୍ରୀ

ପଙ୍କଜ ଚୌଧୁରୀ – ଅର୍ଥ ରାଷ୍ଟ୍ରମନ୍ତ୍ରୀ

କିଷାନ୍ ପାଲ୍ – ନିଗମ ମନ୍ତ୍ରୀ

ରାମଦାସ ଉଠୱଲେ-ସାମାଜିକ କଲ୍ୟାଣ ଏବଂ ସଶକ୍ତିକରଣ ମନ୍ତ୍ରୀ

ରାମନାଥ ଠାକୁର-କୃଷି ଏବଂ କୃଷକ କଲ୍ୟାଣ

ନିତ୍ୟାନନ୍ଦ ରାୟ-ଗୃହ ରାଷ୍ଟ୍ରମନ୍ତ୍ରଣାଳୟ

ଅନୁପ୍ରିୟା ପଟେଲ-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ରାସାୟନିକ ଏବଂ ସାର ରାଷ୍ଟ୍ରମନ୍ତ୍ରୀ

ଭି ସୋମନ୍ନା – ଜଳ ଶକ୍ତି, ରେଳ ରାଷ୍ଟ୍ରମନ୍ତ୍ରୀ

ଏସପି ସିଂ ବଘେଲ – ମତ୍ସ୍ୟଚାଷ, ପଶୁପାଳନ ଏବଂ ଦୁଗ୍ଧ, ପଞ୍ଚାୟତିରାଜ

କୀର୍ତ୍ତୀଧର ସିଂ- ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ବିଏଲ ବର୍ମା-ଗ୍ରାହକ ମନ୍ତ୍ରଣାଳୟ

Leave a Reply

Your email address will not be published. Required fields are marked *

Most Popular

Exit mobile version