Latest

ଓଏସ୍ଏସ୍ଏସ୍‌ସି ଅଫିସ ଘରାଉ କଲେ ଶହଶହ ପରୀକ୍ଷାର୍ଥୀ

Posted on

ଭୁବନେଶ୍ବର ସ୍ଥିତ ଓଏସ୍ଏସ୍ଏସ୍‌ସି ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । ସବଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ ତଥା ଓଟ୍ରିପଲ-ଏସସି ଦ୍ଵାରା ପ୍ରକାଶିତ କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ କଲେ ପରୀକ୍ଷାର୍ଥୀ । ଫରେଷ୍ଟ ଗାର୍ଡ, ଫରେଷ୍ଟର ଓ ଲାଇଭ ଷ୍ଟକ୍ ଇନ୍ସପେକ୍ଟର ରେଜଲ୍ଟ ରେ ଘୋଟାଲା ହୋଇଥିବା ଅଭିଯୋଗ ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପରୀକ୍ଷାର୍ଥୀ। ଯୋଗ୍ୟ ପରୀକ୍ଷାର୍ଥୀମାନେ ମେରିଟ୍ ତାଲିକାରୁ ବାଦ୍ ପଡ଼ିବାରୁ ପରୀକ୍ଷାର୍ଥୀମାନେ ପ୍ରତିବାଦ କରି ଦାୟିତ୍ୟହୀନତାକୁ ଦୋଷାରୋପ କରି ଅଫଲାଇନରେ ପୁଣି ପରୀକ୍ଷାକୁ ଦାବି କରିଛନ୍ତି ଶହ ଶହ ପରୀକ୍ଷାର୍ଥୀ ।

Leave a Reply

Your email address will not be published. Required fields are marked *

Most Popular

Exit mobile version