Latest

କୋଭିଡ କଟକଣା: ବିବାହ ଓ ଶୁଦ୍ଧିକ୍ରୀୟା କାର୍ଯ୍ୟକ୍ରମ ପାଇଁ କମିବ ଅତିଥିଙ୍କ ସଂଖ୍ୟା

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟରେ ଧୀରେ ଧୀରେ ପୁଣି କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାକୁ ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଗଲାଣି। ଏହି କ୍ରମରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନୂଆ ଗାଇଡ୍‌ଲାଇନ୍ ଜାରି କରିଛି।

ନୂଆ ଗାଇଡ୍‌ଲାଇନ୍ ଅନୁଯାୟୀ, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବିବାହ ଓ ଶୁଦ୍ଧି କାର‌୍ୟ୍ୟରେ କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯିବ। ଏଣିକି ବିବାହ ଉତ୍ସବରେ କେବଳ ୧୦୦ ଜଣଙ୍କୁ ଉପସ୍ଥିତି ରହିବା ପାଇଁ ଅନୁମତି ଦିଆଯାଇଛି। ସେହିପରି ଶୁଦ୍ଧି କାର‌୍ୟ୍ୟରେ କେବଳ ୫୦ ଜଣଙ୍କୁ ଉପସ୍ଥିତ ରହିବାକୁ ଅନୁମତି ମିଳିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version