Latest

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଠାବ

Posted on

ଯାଜପୁର ଟାଉନ, (ଓଡ଼ିଶା ଓ୍ବେୟାର: ଜାମୁ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଠାବ । ଏଭଳି ଅଭାବନୀୟ ଘଟଣା ଘଟିଛି ବିଂଝାରପୁର ଥାନା ଅନ୍ତର୍ଗତ ଟିଣା ପଂଚାୟତ ଶିଶିରଣା ଗ୍ରାମରେ।
ମୃତ ଯୁବକ ହେଲେ ରାମ ମଲ୍ଲିକଙ୍କ ପୁଅ ଅଞ୍ଜନ ମଲିକ । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବିଂଝାରପୁର ପୋଲିସ୍ ପହଁଚି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version