Latest

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି

Posted on

ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି । ଆଗରୁ ୭୨ ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିଥିଲା ବିଜେଡ଼ି ।ବିଜେଡି ସୁପ୍ରିମୋ ନବୀନ ପଟନାୟକ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ୨୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ବିଜେଡି ଭୁବନେଶ୍ୱରର ୩ଟି ଆସନରୁ ୨ଟି ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ ଏଥର ବିଭିନ୍ନ ସ୍ଥାନରେ ଅନେକ ପୁରୁଣା ମୁହଁକୁ ରିପିଟ କରିଛି।
ବଣାଇରୁ ଭୀମସେନ ଚୌଧୁରୀ, ବାରିପଦା- ସାନନ୍ଦ ମାରାଣ୍ଡ


ଆଠମଲ୍ଲିକ- ନଳିନୀ ପ୍ରଧାନ,
ବୀରମହାରାଜପୁର- ପଦ୍ମନାଭ ବେହେରା
-ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ,
ଫୁଲବାଣୀ- ଜୟଶ୍ରୀ କହଁର
-ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା,
ତିର୍ତ୍ତୋଲ- ରମାକାନ୍ତ ଭୋଇ
-ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି,
ଭୁବନେଶ୍ୱର ଉତ୍ତର- ସୁଶାନ୍ତ ରାଉତ
-ଏକାମ୍ର- ଅଶୋକ ପଣ୍ଡା,
ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ୍ୟ

ତଳସରା- ବିନୟ ଟପ୍ପୋ,
ସୁନ୍ଦରଗଡ଼- ଯୋଗେଶ ସିଂହ
-ବ୍ରଜରାଜନଗର-ଅଳକା ମହାନ୍ତି,
ଝାରସୁଗୁଡ଼ା-ଦୀପାଳି ଦାସ
-ରାଜଗାଙ୍ଗପୁର-ଅନୀଲ ବାର୍ଲା,
ବଡ଼ସାହି- ଅନସୂୟା ପାତ୍ର
-ଯଶୀପୁର- ଚକ୍ରଧର ହେମ୍ବ୍ରମ୍‌,
ଉଦଳା- ଶ୍ରନାଥ ସୋରେନ୍‌
-ମୋରଡ଼ା-ପ୍ରୀତିନନ୍ଦା କାନୁନଗୋ,
ସୋର- ମାଧବ ଧଡା

Leave a Reply

Your email address will not be published. Required fields are marked *

Most Popular

Exit mobile version