ରାଜ୍ୟ
ନାବାଳକଙ୍କ ଗାଡ଼ିଚାଳନା ରୋକିବାକୁ ଆଜିଠୁ ଏସଟିଏର ଜୋରଦାର ଚେକିଂ
ଦୁର୍ଘଟଣା ଓ ଆଇନଶୃଙ୍ଖଳା ପରିସ୍ଥିତି ରୋକିବା ପାଇଁ ଆଜିଠୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ଆକ୍ସନ ମୋଡ଼କୁ ଆସିଛି । ଆଜିଠୁ ଏସଟିଏ ପକ୍ଷରୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି। ବିଶେଷକରି ନାବାଳକଙ୍କ ଗାଡ଼ିଚାଳନା ରୋକିବାକୁ ଚେକିଂ ଜୋରଦାର ହେବ। ଆମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଧରାପଡ଼ିଲେ ନାବାଳକଙ୍କ ଗାଡ଼ିକୁ ଅଟକ ରଖି ଅଭିଭାବକଙ୍କ ନାଁରେ ଏଫଆଇଆର ହେବା