Latest

ଲିଫ୍ଟରୁ ଖସି ପଡ଼ି ବୃଦ୍ଧ ମୃତ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଲିଫ୍ଟ ନେଲା ବୃଦ୍ଧଙ୍କ ଜୀବନ ଭୁବନେଶ୍ୱରର ସୁନ୍ଦରପଦାରେ ଘଟିଯାଇଛି ଏକ ହୃହୟବିଦାରକ ଘଟଣା ହାଇଟେକ୍ ପ୍ଲାଜାର ନିବାସୀ ସୀମାଞ୍ଚଳ ମହାପାତ୍ର ଗତକାଲି ସଂଧ୍ୟାରେ ବଜାରକୁ ବାହାରିଥିଲେ । ଦ୍ୱିତୀୟ ମହଲାରେ ରହୁଥିବା ବୃଦ୍ଧ ଜଣକ ତଳକୁ ଆସିବା ପାଇଁ ଲିଫ୍ଟ ବଟନ ଦବାଇଥିଲେ ଲିଫ୍ଟ ଉପର ମହଲାରେ ଥିଲେ ମଧ୍ୟ ଏହାର ସେନ୍ସର କାମ କରୁନଥିବାରୁ କବାଟ ଖୋଲିଯାଇଥିଲା । ଆଉ ବୃଦ୍ଧ ଜଣକ ତଳକୁ ଖସି ପଡ଼ିଥିଲେ ଦୀର୍ଘ ସମୟର ଖୋଜାଖୋଜି ପରେ ଲିଫ୍ଟ ତଳୁ ସୀମାଞ୍ଚଳଙ୍କ ମୃତଦେହ ମିଳିଥିଲା ଆପାର୍ଟମେଣ୍ଟ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବକୁ ନେଇ ପ୍ରଶ୍ନ ଉଠିଛି ପୋଲିସ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version