Latest

ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ଭାବେ ନିର୍ବାଚିତ ହେଲେ ଅପରାଜିତା ଷଡ଼ଙ୍ଗୀ

Posted on

ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପବ୍ଲିକ ଆକାଉଣ୍ଟ ସଂସଦୀୟ କମିଟିରେ ଉଭୟ ସଦନ ରାଜ୍ୟସଭା ଓ ଲୋକସଭାରେ ମୋଟ୍ ୧୫ ଜଣ ସଦସ୍ୟ ନିର୍ବାଚିତ ହୋଇଥିବା ବେଳେ ସେଥିମଧ୍ୟରୁ ଓଡିଶାରୁ ଏକମାତ୍ର ସାସଂଦ ଭାବେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ଥାନ ପାଇଥିବା ସୂଚନା ମିଳିଛି। ୨୦୨୫ ଏପ୍ରିଲ ୩୦ରେ ସରିବ ଏହି କମିଟିର କାର୍ଯ୍ୟକାଳ ।ଅନ୍ୟପଟେ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ସୋସିଆଲ ମିଡ଼ିଆରେ ଏ ସଂପର୍କରେ ପୋଷ୍ଟ କରି ଲେଖିଛନ୍ତି ପବ୍ଲିକ୍ ଆକାଉଣ୍ଟ ପାର୍ଲାମେଣ୍ଟାରୀ କମିଟିର ଅଂଶ ହୋଇଥିବାରୁ ମୁଁ କୃତଜ୍ଞ ।

Leave a Reply

Your email address will not be published. Required fields are marked *

Most Popular

Exit mobile version