Latest

୨୨୭ଜଣ ପୁଲିସ ଇନ୍ସପେକ୍ଟରଙ୍କ ପଦୋନ୍ନତି ପରେ ବଦଳି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ପୁଲିସର ୨୨୭ଜଣ ଇନ୍ସପେକ୍ଟରଙ୍କୁ ଡେପୁଟି ଏସପି ପାହ୍ୟାକୁ ପଦୋନ୍ନତି ପରେ ବିଭିନ୍ନ ସ୍ଥାନକୁ ବଦଳି ହୋଇଛି ।
ଗୃହ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ଗତ ଜାନୁୟାରୀ ୨୯ତାରିଖରେ ଏହି ଅଫିସରମାନଙ୍କୁ ଡେପୁଟି ଏସପି ପାହ୍ୟାକୁ ପଦୋନ୍ନତି ସଂକ୍ରାନ୍ତ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଷ୍ଟେଟ୍ ପୁଲିସ୍ ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ନିଷ୍ପତ୍ତି ଆଧାରରେ ଏହି ବଦଳି ଓ ନୂଆ ନିଯୁକ୍ତି ହୋଇଛି । ଏହି ଅଫିସରଙ୍କ ମଧ୍ୟରୁ ଅଧିକାଂଶ ଇନଚାର୍ଜ ଡେପୁଟି ଏସପି(ଡିଏସପି) ଓ ଇନଚାର୍ଜ ଏସଡିପିଓ ଭାବେ କାର୍ଯ୍ୟ କରୁଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version